Home » Madhya Pradesh Government
chhatarpur_mp

Chhatarpur : ଦୁଃଖଦ ଘଟଣା;ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ

ଛତରପୁର: ମଧ୍ୟପ୍ରଦେଶ (Madhya Pradesh) ର ଛତରପୁର (Chhatarpur) ଜିଲ୍ଲାର ମହୁଆ ଝାଲା ଅଞ୍ଚଳରେ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଘରେ ବିଦ୍ୟୁତ ସଂଯୋଗ ଯୋଗୁଁ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ଜଣେ ଯୁବକ ପାଣି ଟାଙ୍କି ଖୋଲିବା ସମୟରେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହାପରେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ କରେଣ୍ଟରେ ଆଉ ୭ଜଣ ଲୋକ ଲାଗିଯାଇଥିଲେ ସେଥିମଧ୍ୟରୁ…

Read More
job _card _deepika

Job Card ରେ ଦୀପିକା ପାଦୁକୋନଙ୍କ ଫଟୋ

ଭୋପାଳ: ଜବ୍ କାର୍ଡରେ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ଙ୍କ ଫଟୋ ଅଛି। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍ଗୋନସ୍ଥିତ ଏକ ଗ୍ରାମ ପଞ୍ଚାୟତରେ।  ଚଳଚ୍ଚିତ୍ର ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅନ୍ୟ ହିରୋଇନମାନଙ୍କ ଫଟୋ ଜବ କାର୍ଡ (Job Card) ରେ ଅଛି। ପଞ୍ଚାୟତ ସେକ୍ରେଟାରୀ ଏବଂ ଗ୍ରାମ ରୋଜଗାର ସେବକ ମିଳିତ ଭାବେ ଏହା କରିଛନ୍ତି। ଅନଲାଇନ୍ ଜବକାର୍ଡରେ ଗ୍ରାମୀଣ ମହିଳା ଏବଂ ପୁରୁଷଙ୍କ ଚିତ୍ର ବଦଳରେ ଅଭିନେତ୍ରୀଙ୍କ ଚିତ୍ର ବଦଳାଯାଇଥିଲା।…

Read More