Home » mahanadi coal field limited
Coal India Ltd & Unions ink MoU Recommending Minimum Guaranteed Benefit to Employees

Coal India Ltd MGB 19 Percent: କୋଲ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ;୧୯ % ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ, ପାଇବେ ୨.୩୮ ଲକ୍ଷ କର୍ମଚାରୀ

ତାଳଚେର: Coal India Ltd MGB 19 Percent କୋଲ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ମିଳିଛି। ମଜୁରୀ ବୋର୍ଡ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଚାରିଟି କର୍ମଚାରୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି ଏବଂ ସିଇଟିୟୁ (BMS, HMS, AITUC and CITU) ରେ ଆଜି ୩ ଜାନୁଆରୀ ବୁଧବାର ଏକ ମେମୋରେଣ୍ଡମ୍ (MoU) ହୋଇଛି। ବୁଝାମଣା ପତ୍ର ଅନୁସାରେ ୧୯% ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ (Coal…

Read More
cbi mcl

CBI: MCL ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟରକୁ ଲାଞ୍ଚ ନେବାବେଳେ ଧରିଲା CBI ଟିମ

ତାଳଚେର:ତାଳଚେର ସ୍ଥିତ ମହାନଦୀ କୋଲ ଫୀଲ୍ଡ ଲିମିଟେଡ (MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ (ARI) କୁ ୨୦ ହଜାର ଟଙ୍କା​‌ ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ। ସ୍ଥାନୀୟ ଅଧିବାସୀଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ତାଳଚେର ମାଇନିଂ କର୍ପୋରେସନ ଲିମିଟେଡ୍‌ର ମ୍ୟାନେଜର ଏବଂ ସ୍ଥାନୀୟ ସହକାରୀ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର। ସୂଚନା ଅନୁସାରେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଏବଂ ମ୍ୟାନେଜର (Mines & I/c L&R…

Read More

ଅନୁଗୋଳରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି।  ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୭ ଓ ୬୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ) ବର୍ଷ ଏବଂ ମହିଳାଙ୍କ ବୟସ…

Read More

କୋଭିଡ-୧୯ କାଳରେ କୌଣସି କୋଲ୍ ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ ଏକ ଆକସ୍ମିକ ମୃତ୍ୟୁ ବୋଲି ବିବେଚନା କରାଯିବ: ଶ୍ରୀ ପ୍ରହ୍ଲାଦ ଯୋଶୀ

ନିର୍ଭରଶୀଳ ପ୍ରତ୍ୟେକ ହିତାଧିକାରୀ ପାଇବେ ସମସ୍ତ ଲାଭ ରାଞ୍ଚି : କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁଁ କୋଇଲା ଇଣ୍ଡିଆର କର୍ମଚାରୀଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ବିବେଚନା କରାଯିବ ଏବଂ ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ କର୍ମଚାରୀଙ୍କ ପରିବାର ସଦସ୍ୟ ସମସ୍ତ ଆର୍ଥିକ ସୁବିଧା ପାଇବେ। ଝାଡ଼ଖଣ୍ଡର ଏକ ଦିନିଆ ଗସ୍ତ ସମୟରେ ରାଞ୍ଚିରେ ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ଶ୍ରୀ…

Read More