କେଉଁଠି କେଉଁଠି ବଢିଲା ଲକ୍ ଡାଉନ!
ଜୁନ ୩୦ ରେ ଲକଡାଉନ ର ଅବଧି ଶେଷ ହେଉଥିବାବେଳେ ଏବେ କିଛି ରାଜ୍ୟରେ ଏହାକୁ ଆହୁରି ବଢେଇବାପାଇଁ ପଦକ୍ଷେପ ନେଉଛନ୍ତି। ଆସନ୍ତୁ ଜାଣିବା ଜୁନ ୩୦ ପରେ କେଉ କେଉ ରାଜ୍ୟ ଲକଡାଉନ କୁ ବୃଦ୍ଧି କରୁଛନ୍ତି। ଖବର ଅନୁସାରେ,ମହାରାଷ୍ଟ୍ରରେ କରୋନାଭାଇରସ୍ ରୋଗର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ସୋମବାର ଦିନ ଘୋଷଣା କରିଛନ୍ତି ଯେ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ ଜାରି ରହିବ।…
