Home » mahima

ସୁପ୍ରିମକୋର୍ଟଙ୍କ ରାୟ ସୁଶାନ୍ତ ସିଂ ରାଜପୁତ ମାମଲାକୁ ସିବିଆଇ ଦ୍ଵାରା ତଦନ୍ତ ହେବ,ନିତୀଶ କହିଲେ ଏବେ ମିଳିବ ପରିବାରକୁ ନ୍ୟାୟ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟ ଆଜି ତଦନ୍ତ କରିବାକୁ ସିବିଆଇକୁ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ  ମହାରାଷ୍ଟ୍ର ସରକାର ସିବିଆଇ ସହ ସହଯୋଗ କରିବାକୁ ଏବଂ ସମସ୍ତ ପ୍ରଯୁଜ୍ୟ ଦଲିଲ ପ୍ରଦାନ କରିବାକୁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଏହି ମାମଲାରେ ଆଉ କୌଣସି ଏଫ୍ଆଇଆର୍ ପଞ୍ଜିକୃତ ହୁଏ, ତେବେ ସିବିଆଇ ମଧ୍ୟ ଏହା ଉପରେ ଦୃଷ୍ଟି ଦେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିହାରରେ ଏଫଆଇଆର ପଞ୍ଜିକରଣ କରିବାର…

Read More
rajnathsingh-defence

ଆତ୍ମନିର୍ଭର ପ୍ରୟାସରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ;୧୦୧ ସାମଗ୍ରୀ ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ମେ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ ସେଥିରେ ୫ଟି କ୍ଷେତ୍ର ଗୁରୁତ୍ୱ ପାଇଥିଲା। ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଲୋକସାଂକ୍ଷିକ ସାମର୍ଥ୍ୟ ଓ ଚାହିଦା। ଏହି ୫ଟି ବିଷୟକୁ ସ୍ତମ୍ଭ ଆକାରରେ ନେଇ ତା ଉପରେ ଆତ୍ମନିର୍ଭର ଭାରତ ଗଢିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଏହାଛଡା ସେ ଆତ୍ମନିର୍ଭର ଭାରତ ଗଢିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା…

Read More

ଢେଙ୍କାନାଳ ଜିଲ୍ଲାରେ ଆଜି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ :(ମହିମାଲାଇଭ) ଆଜି ଢେଙ୍କାନାଳ ଜିଲ୍ଲାରେ ୪୩ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକ ରୁ ୪୦ ଜଣ, ଭୁବନ ବ୍ଲକ ରୁ ଜଣେ,କାମାକ୍ଷାନଗର ବ୍ଲକ ରୁ ଜଣେ ଏବଂ କାମାକ୍ଷାନଗର ଏନଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଁଦିଆ ବ୍ଲକର ଷଡଙ୍ଗୀ ରୁ ୯ ଜଣ ,କଲୁଣିଗୋଡ଼ାରୁ ୮ ଜଣ ,ଝରଦାରୁ ୭ ଜଣ,ପିଂଗୁଆ ରୁ ୬ ଜଣ,ମନ୍ଦାରରୁ ୮ ଜଣ ଏବଂ ଖଣ୍ଡବନ୍ଧ ରୁ ୨ ଜଣ…

Read More