2+2-ministerial-dialogue

2 + 2 Dialogue: UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ପମ୍ପିଓଙ୍କ ପ୍ରତିଶୃତି; BECA ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (Basic Exchange and Cooperation Agreement – BECA) ଆମେରିକା (US) ଏବଂ ଭାରତ (India) ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରପାତି ଏବଂ ଭୌଗୋଳିକ ମାନଚିତ୍ର ବାଣ୍ଟିବା ପାଇଁ ବାଟ ଖୋଲିବ। ଆଜି ଭାରତ ଏବଂ ଆମେରିକା ମଧ୍ୟରେ ତୃତୀୟ ଉଚ୍ଚ ସ୍ତରୀୟ ୨+୨(2 + 2 Dialogue)…

Read More

Team India: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଅଷ୍ଟ୍ରେଲିଆ (Australia) ଗସ୍ତ ପାଇଁ ବିସିସିଆଇ (BCCI) ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ସୂଚନା ଅନୁଯାୟୀ ଚୟନ କମିଟି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ତିନୋଟି ଫର୍ମାଟ ପାଇଁ ଖେଳାଳି ଚୟନ କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ୩ଟି ଏକଦିବସୀୟ ଏବଂ ଚାରିଟି ଟେଷ୍ଟ ମ୍ୟାଚ୍‍ ଖେଳିବ। ଆହତ କାରଣରୁ ବର୍ତ୍ତମାନ ପାଇଁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର…

Read More
ATGM

NAG : ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା

ପୋଖରାନ: ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (Anti-Tank Guided Missile -ATGM‌) ନାଗର ଚୂଡାନ୍ତ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ୨୨ ଅକ୍ଟୋବର ସକାଳ ୬ ଟା ୪୫ ମିନିଟ ସମୟରେ ପୋଖରାନ (Pokhran) ଘାଟିରେ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା। ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ…

Read More
sea plane1

Sea Plane: ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତିକୁ ଉଡ଼ିବ ପ୍ରଥମ ସି ପ୍ଲେନ୍

ଅହମ୍ମଦାବାଦ: ସି ପ୍ଲେନ୍ (Sea Plane) ସେବା ଷ୍ଟାଚ୍ୟୁ ଅଫ୍ ୟୁନିଟି (Statue Of Unity) ରୁ ଆରମ୍ଭ ହେବ। ଗୁଜୁରାଟର କେଭାଡିଆ (Kevadia)ରେ ଅବସ୍ଥିତ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅହମ୍ମଦାବାଦ (Ahmedabad) ର ସାବରମତି ନଦୀ କୂଳ ପର୍ଯ୍ୟନ୍ତ ଏହି ସମୁଦ୍ର ବିମାନ ମାଲଦ୍ୱୀପରୁ ଆସିବ। ଏହାକୁ ସ୍ପାଇସ୍ ଜେଟ୍ (Spice Jet) ଚଳାଇବ। ଆଗକୁ ଲୋକଙ୍କ ଆଗ୍ରହକୁ ଦେଖି ଏହି ମାର୍ଗରେ ପ୍ରାୟ ଦଶଟି ବିମାନ ଚଳାଚଳ କରିବ। ବାସ୍ତବରେ ଏହାକୁ ସି…

Read More
prakash javdekar

Diwali Bonus: ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଦୀପାବଳି ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ (Non-Gazetted Employees) ବୋନସ୍ (Bonus) ଦେବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Union Minister Prakash Javadekar) କହିଛନ୍ତି ଯେ ମୋଟ ଆର୍ଥିକ ମୂଲ୍ୟ ୩,୭୩୭ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ପର୍ବ ଅବସରରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ସୁଧମୁକ୍ତ ଅଗ୍ରୀମ ଦେବାକୁ ନିଷ୍ପତ୍ତି ନେଇଥିଲେ। The bonus will be given…

Read More
yogi up

Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଉତର ପ୍ରଦେଶ: ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ ବ୍ୟାପୀ ମହିଳା ସଶକ୍ତିକରଣ ଅଭିଯାନ ‘ମିଶନ୍‌ଶକ୍ତି’ (Mission Shakti)ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଗତକାଲି ବଳରାମପୁରସ୍ଥିତ ଦେବୀ ପାଟନ୍‌ଶକ୍ତିପୀଠରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ପ୍ରତିଶୃତିବଦ୍ଧ। महिलाओं…

Read More

Watch: ୟୁପି STF ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂଙ୍କୁ ଗିରଫ

ଉତରପ୍ରଦେଶ: ବଲିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂ (Dhirendra Singh)ଙ୍କୁ ଆଜି ରବିବାର ଲକ୍ଷ୍ନୌ ଜାନେସର ପାର୍କ ନିକଟରେ ୟୁପି ଏସଟିଏଫ (Special Task Force) ଗିରଫ କରିଛି। କୋଟା ଆବଣ୍ଟନ ସମୟରେ ଧିରେନ୍ଦ୍ର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ ଶନିବାର ଦିନ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଧିରେନ୍ଦ୍ରଙ୍କ ସପକ୍ଷରେ ବିବୃତ୍ତି ଦେଇଥିବାରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂଙ୍କୁ ଲକ୍ଷ୍ନୌ କୁ ବଦଳି କରାଯାଇଛି। Dhirendra…

Read More