Home » Mahimalive News updates
Mahima Gosain Express

Mahima Gosain Express: ସମ୍ବଲପୁର-ଶାଲିମାର ଟ୍ରେନର ନାମ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁଗୁଳ ଗସ୍ତ କରିଛନ୍ତି। ଅନୁଗୁଳ ରେଳ ଷ୍ଟେସନରେ ସମ୍ବଲପୁର-ଶାଲିମାର (କଲିକତା) ଏକ୍ସପ୍ରେସର (Mahima Gosain Express) ଶୁଭାରମ୍ଭ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଦେଖାଇ ଉଦଘାଟନ କରିଛନ୍ତି। ଏହି ଅବସରରେ ବଳରାମ କୋଲ ମାଇନ୍ସରୁ ଅନୁଗୋଳ ପର୍ଯ୍ୟନ୍ତ ରେଳ ଲାଇନର ଶୁଭାରମ୍ଭ…

Read More
opsc aso

OPSC ASO ପରୀକ୍ଷା ରେଜଲ୍ଟକୁ ନେଇ ହାଇକୋର୍ଟ ଗଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର: OPSC ASO ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପରିଚାଳିତ ଏଏସ୍‌ଓ ପରୀକ୍ଷା (OPSC ASO) ର ରେଜଲ୍ଟକୁ ନେଇ ବିବାଦ ବଢିବାରେ ଲାଗିଛି। ଅନିୟମିତତା ଏବଂ ଦୁର୍ନୀତି  ହୋଇଥିବା ଅଭିଯୋଗ ନେଇ ଅନେକ ନିଯୁକ୍ତି ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଦିନ ଶୁଣାଣି ହେବାର ସମ୍ଭାବନା ରହିଛି। ସେପଟେ, ଏହା ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା…

Read More
debasnan purnima

Deba Snana Purnima 2022: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସମଗ୍ର ପୁରୀ ଚଳଚଞ୍ଚଳ

ପୁରୀ: Deba Snana Purnima 2022 Puri ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଲାଗି ସମଗ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କୋଭିଡ୍‍ କଟକଣା ଯୋଗୁ ବିଗତ ୨ ବର୍ଷ ଧରି ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରାରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ସୂଚନା ଅନୁସାରେ ମଙ୍ଗଳବାର ରାତି ସାଢେ ୩ଟାରେ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳୀ ଓ ଡୋରଲାଗି ହୋଇ ଭୋର ପ୍ରାୟ…

Read More
eshram card_odisha

e-Shram Card: ଏମିତି ଇ-ଶ୍ରମ କାର୍ଡ ପାଖରେ ଅଛିକି? ହୋଇପାରେ ଜେଲ୍

ନୂଆଦିଲ୍ଲୀ: e-shram card Benefits: କେନ୍ଦ୍ରରେ ଥିବା ଶ୍ରୀ ନରେନ୍ଦ୍ର ମୋଦୀ ସରକାର (Modi Governments) ୨୦୨୧ ମସିହାରେ ଅସଂଗଠିତ କ୍ଷେତ୍ରରେ (Unorganized Sector) କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଇ-ଶ୍ରମ କାର୍ଡ ଯୋଜନା (e-Shram Card Yajona) ଆରମ୍ଭ କରିଛନ୍ତି। ଏହି ଯୋଜନାର ଲାଭ ଉଠାଇବାକୁ, ଏପର୍ଯ୍ୟନ୍ତ ୨୩ କୋଟି ୯୧ ଲକ୍ଷ ୭୭ ହଜାର ୩୯୩ ଜଣ ଲୋକ ଇ-ଶ୍ରମ ପୋର୍ଟାଲ (e-Shram Portal) ରେ ନିଜକୁ ପଞ୍ଜୀକୃତ (Registration) କରିଛନ୍ତି। ଏହି ଯୋଜନାରେ…

Read More
Cyber_Fruad

ସାବଧାନ: ବୁଷ୍ଟର ଡୋଜ ନାମରେ Account ଖାଲି, ଡିଜିଟାଲ୍ ଠକଙ୍କ ନୂଆ କୌଶଳ

ନୂଆଦିଲ୍ଲୀ:ଆଜିକାଲି ଦେଶର ପ୍ରତ୍ୟେକ ନାଗରିକ କରୋନାକୁ (Coronavirus) ଡରୁଛନ୍ତି। ଯେହେତୁ ଦିନକୁ ଦିନ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।  ଏଭଳି ପରିସ୍ଥିତିରେ ସାଇବର ଠକ (Cyber Fraud) ଠକେଇର ଏକ ନୂଆ ଉପାୟ ଉଦ୍ଭାବନ କରିଛି। ବର୍ତ୍ତମାନ ସେମାନେ ବୁଷ୍ଟର ଡୋଜ (Booster Dose) ନାମରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ପ୍ରବେଶ କରୁଛନ୍ତି।  ସାଇବର ସେଲ ଅନୁଯାୟୀ, ପ୍ରତିଦିନ ବୁଷ୍ଟର ଡୋଜ ନାମରେ ଶହ ଶହ ଠକେଇ ଆସୁଛି। ଦିନକୁ…

Read More
mahimalive-tv

ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

ଭୂବନେଶ୍ଵର: ଓଡ଼ିଶା ଗଣମାଧ୍ୟମ (Odisha Media) ପାଇଁ ନିଶ୍ଚିତ ଖୁସି ଖବର ହୋଇପାରେ। ଜାତୀୟ ସ୍ତରର ପ୍ରତିଷ୍ଠିତ ଥିବା ମିଡ଼ିଆ ହାଉସ ବର୍ତ୍ତମାନ ଓଡ଼ିଶା ଉପରେ ଆଖି ପକେଇଛନ୍ତି। ଆଗାମୀ ଦିନରେ ଓଡିଆ ଦର୍ଶକ ଆହୁରି ଓଡିଆ ନ୍ୟୁଜ୍ (News Channel) ଏବଂ ମନୋରଞ୍ଜନ ଚ୍ୟାନେଲ (Entertainment) ଦେଖିବାର ସୁଯୋଗ ପାଇବେ ତାହା ପୁଣି ଜାତୀୟ ସ୍ତରର। କେବଳ କରୋନା ମହାମାରୀ ଲକଡାଉନ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ଟିକେ ଧିମେଇ ଯାଇଛି।   ସୂଚନା ଅନୁସାରେ ବ୍ରଡକାଷ୍ଟ…

Read More
puri-srimandir

Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

ପୁରୀ: କରୋନା ମହାମାରୀ (Corona Pandemic) ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବେଶ ସକାଶେ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଗତକାଲିଠାରୁ ଖୋଲିଛି। ପ୍ରାୟ ୯ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସୂଚନାଅନୁସାରେ, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ  ପରିବାର। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ବ୍ୟାରିକେଡ୍‍ ନିର୍ମାଣ ସହ ଏସ୍‍ଓପି (SOP) ଜାରି କରାଯାଇଛି। ସାମାଜିକ…

Read More
cold odisha

Weather Report: ରାଜ୍ୟରେ ପ୍ରବଳ ଶୀତ ଜାରି

ଭୂବନେଶ୍ଵର: ରାଜ୍ୟରେ ଶୀତଲହରୀ ଅବ୍ୟାହତ ରହିଛି। ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କୋରାପୁଟ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେହିପରି କୋରାପୁଟ୍‍, ମାଲକାନଗିରି ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। ସେହିପରି ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ…

Read More

Uttar Pradesh: ବୋହୂର ନିର୍ଯ୍ୟାତନାରେ ଅସୁବିଧା ଭୋଗୁଥିବା ବୃଦ୍ଧା; ତାଙ୍କ ସମ୍ପତ୍ତି ପିଏମ ମୋଦୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି

ମୈନପୁରୀ: ଉତ୍ତରପ୍ରଦେଶର (Uttar Pradesh) ମୈନପୁରୀ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ ବର୍ଷ ବୟସ୍କା ମହିଳା ତାଙ୍କ ସମ୍ପତ୍ତି ୧୨ ବିଘା ଜମି ପିଏମ ମୋଦୀ (PM Modi) ଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜିଦ୍‌ ବିଷୟରେ ଓକିଲଙ୍କ ନିକଟକୁ ଯାଇଥିଲେ। ତାଙ୍କ ବୋହୂର ଆଚରଣରେ ଅତିଷ୍ଠ  ହୋଇ ୮୫ ବର୍ଷିୟ ବିଟାନ ଦେବୀ। ମୈନପୁରୀର ଚିତ୍ତାନ ଗ୍ରାମ ନିବାସୀ ୮୫ ବର୍ଷିୟ ବିଟନ ଦେବୀ ପୁରାଣ ଲାଲ ତହସିଲରେ…

Read More
modi agricultural law

Farmers New Agricultural Law: ଏନ୍‍.ଡି.ଏ. ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଦେଶର କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ନୂଆ କୃଷିନୀତି ସେମାନଙ୍କର ବିକାଶ ଲାଗି ପ୍ରଣୟନ କରାଯାଇଛି। ଗତକାଲି ନିଜ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର (Uttarpradesh) ବାରଣାସୀ (Varanasi) ଠାରେ ଉଦ୍‍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଚାଷୀଙ୍କ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା କ୍ଷେତ୍ରରେ ସୁଯୋଗ ପ୍ରଦାନ ସହ ମଣ୍ଡି ବ୍ୟବସ୍ଥାର ସୁଦୃଢ଼ୀକରଣ ହୋଇପାରିବ। କୃଷିକ୍ଷେତ୍ରରେ ନୂତନ ସଂସ୍କାର ମାଧ୍ୟମରେ କୃଷକମାନଙ୍କୁ…

Read More
cow

Churu Incident: ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ୯୪ ଗୋରୁ ମୃତ

ଚୁରୁ: ଗତ ୨୪ ଘଣ୍ଟା ମଧ୍ୟରେ ଖାଦ୍ୟ ବିଷାକ୍ତ (Food poisoning) ସନ୍ଦେହରେ ଚୁରୁ ଜିଲ୍ଲାର ଏକ ସରକାରୀ ଚାଳିତ ଗୋରୁ ଆଶ୍ରୟସ୍ଥଳର (cattle shelter)ମୋଟ ୯୪ ଗୋରୁ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରୁ ୭୮ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଅସୁସ୍ଥ ଅଛନ୍ତି ବୋଲି ରାଜ୍ୟ ପଶୁପାଳନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଆଜି ରବିବାର ଅପରାହ୍ନ ପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଛି। ପଶୁମାନେ ଖାଦ୍ୟ ବିଷାକ୍ତ ହୋଇ ମୃତ୍ୟୁ ବରଣ…

Read More