Home » Mahimalive Odisha News
dhamnagar byelection result

Dhamnagar Byelection Result: ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ, ଧର୍ମର ଜୟ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ: Dhamnagar Byelection Result ପୁଣି ଧାମନଗର ଉପନିର୍ବାଚନରେ ବିଜେପି ଜିତିଛି। ଧାମନଗରବାସୀ ଭାରତୀୟ ଜନତା ପାର୍ଟି (BJP) ର ନେତା ସ୍ଵର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ (Suryabanshi Suraj) ଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ସେ ବିଜେଡ଼ି ଅବନ୍ତୀ ଦାସ (Abanti Das) ଙ୍କୁ ପରାସ୍ତ କରିଛନ୍ତି। ସୂଚନା ଅନୁସାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌…

Read More
niti_aayog _pm

NITI Aayog Meeting: ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡରୁ ମୁକୁଳିବାରେ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: Seventh meeting of the Governing Council (GC) of NITI Aayog ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି। ନୀତି ଆୟୋଗ ପରିଚାଳନା ପରିଷଦ (GC) ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ…

Read More
highcourt

ସରକାରୀ ଚାକିରି ସମୟରେ ୩ୟ ସନ୍ତାନ ହେଲେ ଚାଲିଯିବ ଚାକିରି:ହାଇକୋର୍ଟ

ଗ୍ୱାଲିଅର୍: ଜନସଂଖ୍ୟା ଆଇନ (Population Law) କୁ ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ମଧ୍ୟପ୍ରଦେଶ (Madhya Pradesh) ର ଗ୍ୱାଲିଅର୍ ହାଇକୋର୍ଟ (Gwalior High Court) ର ଏକ ଡବଲ୍ ବେଞ୍ଚ ଜଣେ ପ୍ରଶାସନିକ ଅଧିକାରୀଙ୍କ ଆବେଦନକୁ ଖାରଜ କରିଦେଇଛି। ସହକାରୀ ଅଧିକାରୀ ଜଣଙ୍କ ସରକାରୀ ଚାକିରି ସେବାରେ ଥିବାବେଳେ ତାଙ୍କର ତୃତୀୟ ସନ୍ତାନ ଜନ୍ମ ହେବାରୁ ସେ ସରକାରୀ ସେବାରେ ଅଯୋଗ୍ୟ ହୋଇଥିଲେ। ଏହି ମାମଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଆବେଦନକୁ ଖାରଜ…

Read More
yoga

International Yoga Day: କରୋନା କାଳରେ ଯୋଗ ଏକ ଆଶାର କିରଣ: PM Modi

ନୂଆଦିଲ୍ଲୀ: ଆଜି ହେଉଛି ସପ୍ତମ ବିଶ୍ଵ ଯୋଗ ଦିବସ (International Yoga Day)। କରୋନା ଭୂତାଣୁ  (Coronavirus) ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱ ଆଜି ଯୋଗ ଦିବସ ପାଳନ କରୁଛି। ଯୋଗ ଦିବସ ପାଇଁ ଏହି ବର୍ଷର ବିଷୟବସ୍ତୁ ହେଉଛି ‘ଯୋଗ ପାଇଁ ସୁସ୍ଥତା'(Yoga For Well-Being) ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ କୋଣରେ ଯୋଗ ଅଭ୍ୟାସ କରାଯାଉଛି।…

Read More
college open

UG ଓ PG ଶେଷ ବର୍ଷ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ, ହେବ ଅନ୍‌ଲାଇନ୍‌ରେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି (Under Graduate-UG) ଓ ପିଜି (Post Graduate-PG) ଶେଷ ବର୍ଷ ଓ ଫାଇନାଲ ସେମିଷ୍ଟାର (Final Semester) ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ ଓ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ ଅନ୍‌ଲାଇନ୍‌ (Online) ମାଧ୍ୟମରେ ହେବ ଏବଂ ଅଗଷ୍ଟ-ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ। ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ…

Read More