Odisha Weather Today : ବର୍ଷା ଧୋଇନେବ ଦଶହରା, ଆସନ୍ତା ୪ ଦିନ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ବ୍ୟୁରୋ): Odisha Weather Updates For next 4 Days ଓଡ଼ିଶାରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ (Odisha Weather) ସକ୍ରିୟ ରହିଛି। ଫଳରେ ରବିବାରଠାରୁ ବର୍ଷାର ପ୍ରଭାବ ବଢିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରରୁ ଏମିତି ସୂଚନା ମିଳିଛି। ଗତକାଲି ରବିବାର ବୌଦ, କୋରାପୁଟ, କଳାହାଣ୍ଡି, ଅନୁଗଳ, ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ବୌଦରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୩୨.୫…
