Home » Mahimalive
Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

କଟକ: Odisha Weather Updates ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଏଥି ସହିତ ଓଡ଼ିଶାର ୧୫ରେ ପ୍ରବଳ ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗତକାଲି ରବିବାର…

Read More
Odisha Weather Updates kalabaishakhi

Odisha Weather News Updates: ଆଜି କାଳବୈଶାଖୀ ପାଇଁ ୧୭ ଜିଲ୍ଲାକୁ ଆଲର୍ଟ ଜାରି; ୭ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ଵର: Odisha Weather News Updates ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ଦିନରେ ଟାଣଖରା ହେଉଥିବାବେଳେ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେଉଛି। ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା…

Read More
Weather Report of Odisha

Weather Report of Odisha: ଆସନ୍ତା ୨ଦିନ ପରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ଵର: Weather Report of Odisha ଓଡ଼ିଶାରେ ଦିନକୁ ଦିନ ଶୀତ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ଏଥିସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଜାରି ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ…

Read More
Kala Utsav 2022-23_dharmendra_pradhan

Kala Utsav 2022-23 : ଦେଶର ଐତିହ୍ୟକୁ ମନେ ନ ରଖିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: Kala Utsav 2022-23 ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ। ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର (Regional Institute Of Education) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩ କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର…

Read More
Joranda Mahima Gadi

Joranda Mahima Gadi: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋରନ୍ଦା ମହିମାଗାଦି ଦର୍ଶନ

ଯୋରନ୍ଦା: Joranda Mahima Gadi ଆଜି ଢେଙ୍କାନାଳ (Dhenkanal) ଯୋରନ୍ଦା ମହିମାଗାଦିକୁ ଦର୍ଶନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଯାଇଛନ୍ତି। ସେ କହିଛନ୍ତି, ଯୋରନ୍ଦା ହେଉଛି ମହିମା ଧର୍ମର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନ୍ୟତମ। ମହିମାଗାଦି ସମାଜରେ ଶୂନ୍ୟ ଭଗବାନଙ୍କ ପାଖରେ ବିଶ୍ୱାସ ରଖିବା ଓ ସମାଜସେବା କରିବାର ମହତ ବାର୍ତ୍ତା ପ୍ରଚାର କରି ଆସୁଛି। ପରମ ପୂଜ୍ୟ ମହିମା ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେବାର…

Read More
puri_srimandir

Puri Srimandir: ଶ୍ରୀମନ୍ଦିରରେ ଏଏସ୍‍ଆଇ ବିଶେଷଜ୍ଞ ଟିମ୍‍, ଅନୁଧ୍ୟାନ ଜାରି

ପୁରୀ: Puri Srimandir ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଫାଟର ଅନୁଧ୍ୟାନ ପାଇଁ ଏଏସ୍‍ଆଇ ବିଶେଷଜ୍ଞ ଟିମ୍‍ ଆସି ପହଁଚିଛନ୍ତି। ଏଏସଆଇ ଟିମ୍ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି। ସୂଚନାଅନୁସାରେ ଏଏସ୍‍ଆଇ ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଏହି ଉଚ୍ଚସ୍ତରୀୟ…

Read More
Dhabaleswar Temple Bridge

Dhabaleswar: ଆସନ୍ତା ସପ୍ତାହରୁ ଧବଳେଶ୍ଵର ଦର୍ଶନ

ଆଠଗଡ: Dhabaleswar ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହରେ ୪ ଦିନ ସର୍ବସାଧାରଣ ଡଙ୍ଗାଯୋଗେ ନଦୀ ପାର୍‍ ହୋଇ ଠାକରଙ୍କୁ ଦର୍ଶନ ପାଇଁ ଯାଇପାରିବେ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ବାବା ଧବଳେଶ୍ୱରଙ୍କୁ (Dhabaleswar) ଦର୍ଶନ କରିପାରିବେ। ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ ଏବଂ ଶ୍ରଦ୍ଧାଳୁମାନେ ମଙ୍ଗଳବାରଠାରୁ…

Read More
india_netherlands (2)

India Vs Netherlands Highlights: ଟିମ ଇଣ୍ଡିଆ ୫୬ ରନରେ ବିଜୟ, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ

ସିଡନୀ : T20 World Cup 2022 India Vs Netherlands Highlights ଟି -୨୦ ବିଶ୍ୱକପ ୨୦୨୨ରେ ଆଜି ନେଦରଲ୍ୟାଣ୍ଡ ସହିତ ଭାରତର ମ୍ୟାଚ୍ (India Vs Netherlands Highlights) ଖେଳାଯାଇଥିଲା, ଯେଉଁଥିରେ (Team India) ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ଏହି ମ୍ୟାଚ୍ ୫୬ ଜିତିନେଇଛି। ​ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଭାରତର ସ୍ଥିତି ଅଧିକ ମଜବୁତ ହୋଇଛି। ଗ୍ରୁପ୍ ବି, ଯେଉଁଥିରେ ଟିମ୍ ଇଣ୍ଡିଆ ଅଛି, ଦଳ ଦୁଇଟି…

Read More
odisha_cyclone

Odisha Cyclone: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : Odisha Weather News ଅକ୍ଟୋବର ଏବଂ ନଭେମ୍ବର ମାସରେ ଓଡ଼ିଶାକୁ ରହିଥାଏ ବାତ୍ୟା (Odisha Weather-Cyclone) ଭୟ। ଏଥର ମଧ୍ୟ ଏମିତି ଭୟ ଦେଖାଦେଇଛି। ଏହାକୁ ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶାର ଜଳବାୟୁ ସ୍ଥିତି ବାତ୍ୟା ଅନୁକୂଳ ରହିଛି, କିନ୍ତୁ ଆସନ୍ତା ୧୫…

Read More
weather odisha

Odisha Weather News : ଆସନ୍ତା ୨ଦିନ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : Odisha Weather News ଓଡ଼ିଶାରେ ବର୍ଷା ଜାରି ରହିଛି। ଯେହେତୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ରହି ରହିଛି। ଆସନ୍ତାକାଲି ୯ ତାରିଖଠାରୁ ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ। ସେହିପରି ୧୦ ତାରିଖରେ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନା ଅନୁସାରେ ଦକ୍ଷିଣ ବ‌ଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

Read More
heavy-rains_odisha

Odisha Weather : ଲଘୁଚାପ ଦୁର୍ବଳ, କିନ୍ତୁ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ବ୍ୟୁରୋ): Odisha Weather ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦୁବଳ ହୋଇ ଆନ୍ଧ୍ରଉପକୂଳକୁ ଗତିକରିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ…

Read More