ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ଅନୁମତି ; ଘଣ୍ଟା କୁ ଘଣ୍ଟା ସୁଟିଂ ସ୍ଥାନ ସାନିଟାଇଜ
ଭୁବନେଶ୍ୱର:ଚଳଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ସରକାର ଦେଲେ ସବୁଜ ସଂକେତ। ପ୍ରଡକ୍ସନ ସଂସ୍ଥା କୁ ସୁଟିଂ ସମୟରେ କରୋନା କଟକଣା ମାନିବାକୁ କଡା ନିର୍ଦେଶ।। କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍ଓପି ଜାରି ହୋଇଛି। ଏସ୍ଓପି ଅନୁସାରେ , ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଲକ୍ଡାଉନ୍ ରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ ଶହ ଜଡ଼ିତ ବହୁ କଳାକାର ଏବଂ ଟେକ୍ନିସିଆନ୍ ଜୀବିକା ହରାଇ ଆର୍ଥିକ ସମସ୍ୟାରେ…
