Home » MBA admission
OJEE 2020

OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ଵର: କରୋନାକୁ ନେଇ ରାଜ୍ୟରେ ବନ୍ଦ ଥିଲା ଓଜେଇଇ ୨୦୨୦ ପ୍ରବେଶିକା ପରୀକ୍ଷା। ବର୍ତ୍ତମାନ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏଥିସହିତ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ପରୀକ୍ଷା ଆୟୋଜିତ ହେବ। ସୂଚନାଯୋଗ୍ୟ ନିକଟରେ ଦେଶରେ ଏନଟିଏ ପକ୍ଷରୁ ଜେଇଇ(JEE )ଓ ନିଟ୍ (NEET-2020 )ପରୀକ୍ଷା ଆୟୋଜିତ…

Read More