Make In Odisha Conclave 22: ଫ୍ଲିପ୍ କାର୍ଟରେ ବିକ୍ରି ହେବ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଡକ୍ଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ଵର: Make In Odisha Conclave 22 ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ର ଉଦ୍ଯାପିତ ହୋଇଛି। ଆଜିର ଦିନରେ ସ୍ୱାସ୍ଥ୍ୟ ଓ ଔଷଧ ଉତ୍ପାଦନ, ପଣ୍ୟ କାରବାର ଓ ସଂରକ୍ଷଣ ତଥା ଆନୁସଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତ ଏକାଧିକ ବୁଝାମଣାପତ୍ର ଅନେକ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି। ଏହାସହ ସହରାଞ୍ଚଳ ପାଇଁ ଆଜି ଓଡ଼ିଶା ହାଉସିଂ ଫର୍ ଅଲ୍ ପଲିସି -୨୦୨୨ (Odisha Housing For All Policy-2020) ର ଶୁଭାରମ୍ଭ କରାଯାଇଛି। ମିଶନଶକ୍ତି (Mission Shakti)…
