ସ୍ୱାମୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା
ନାଗପୁର:ନାଗପୁରରେ ଏକ ଦୁଃଖଦ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁସାରେ ୪୧ ବର୍ଷ ବୟସ୍କା ଡାକ୍ତରାଣୀ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁର ସହରରେ ସ୍ୱାମୀ ଏବଂ ଦୁଇ ନାବାଳକ ସନ୍ତାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ଡାକ୍ତର ସୁଷମା ରାଣେ(୪୧),ତାଙ୍କ ସ୍ୱାମୀ ତଥା ଇଞ୍ଜିନିୟରିଂ କଲେଜର ପ୍ରଫେସର ଧୀରଜ (୪୨), ତାଙ୍କର ଏଗାର ଏବଂ ପାଞ୍ଚ ବର୍ଷ ବୟସର ଦୁଇ ପିଲା କୋରାଡି ଅଞ୍ଚଳର ଓମ ନଗରରେ ସେମାନଙ୍କ ଘରେ ପରିବାରର ମୃତଦେହ…
