Home » NALCO

ଅନୁଗୋଳରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି।  ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ),୩୭ ଓ ୬୩(ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ) ବର୍ଷ ଏବଂ ମହିଳାଙ୍କ ବୟସ…

Read More

ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୩୩୬ ,ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲାରୁ ୨୧ କଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଂକ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ୧୦ ଜଣ, ବଅଁରପାଳ ବ୍ଳକୁ ଅଂଚଳରୁ ୯ଜଣ, କଣିହାଁ ବ୍ଳକ୍ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଲକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ  ବୟସ  ଯଥାକ୍ରମେ ୨୩,୨୬,୨୬,୨୭.୩୦ ଓ ୫୬ ବର୍ଷ ହୋଇଥି ବାବେଳେ ୪…

Read More

ଆଜି ଅନୁଗୋଳ ରୁ ୨୧ କରୋନା ପଜିଟିଭ ଚିହ୍ନଟ,ମୋଟ ୨୮୬

ଅନୁଗୋଳ:ଆଜି ଜିଲ୍ଲାରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ କରୋନା ପଜିଟିଭ ସଂଖ୍ୟା ୨୮୬ ରେ ପହଞ୍ଚିଛି । ଆଜି ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୪ ଜଣ , କଣିହାଁ ବ୍ଳକ୍ ଅଞ୍ଚଳ ରୁ ୩ ଜଣ , ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣଏବଂ ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ…

Read More

ରାଜ୍ୟରେ ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୬୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୧୭    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨   ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୦ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରୁ ୯୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ…

Read More

ଅନୁଗୋଳ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୬

ଅନୁଗୋଳ : ପୁଣି  ଅନୁଗୋଳ ଜିଲ୍ଲାରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ,ବଅଁରପାଳ ସ୍ଥିତ ଏକ ଶିଳ୍ପସଂସ୍ଥାରୁ ୬ ଚିହ୍ନଟ ହୋଇଛନ୍ତି ।  ସେହିପରି କିଶୋରନଗର ବ୍ଲକରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ ସୁସ୍ଥ ହୋଇ…

Read More

ଅନୁଗୋଳ ଜିଲ୍ଲାରେ କରୋନା ରେ ପ୍ରଥମ ମୃତ

ଶିଳ୍ପ ସଂସ୍ଥା ନାଲକୋର ୫୭  ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧୁକାରୀ ବୁର୍ଲା ସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଚିକିତ୍ସିତ  ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ କରୋନା ପଜିଟିଭ୍ ଥିବାର ଜଣାପଡ଼ିଥିଲା । ଆଜି ତାକୁ ବୁର୍ଲା ମେଡ଼ିକାଲ କଲେଜରୁ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ, ସେଠାରେ ତାଙ୍କୁ ମୃତ ଭାବେ ଗ୍ରହଣ କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ମୃତ ଶରୀରକୁ ଭୂବନେଶ୍ୱରର ସତ୍ୟନଗର ସ୍ଥିତ ସ୍ମଶାନକୁ ଦାହ ନିମନ୍ତେ…

Read More