Home » National News » Page 3

ରାଜ୍ୟରେ ନୂଆ ୬୭୩ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୮ ହଜାର ପାର

ରାଜ୍ୟରେ ଆଜି  ୭୩୬  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୩୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ଓ ଭଦ୍ରକ ଜିଲାରେ ୫୮ ଜଣ ଲେଖାଏଁ…

Read More

କୋଭିଡ଼-୧୯ ଟିକା ବାହାର କରିବା କ୍ଷେତ୍ର ରେ କେଉଁ ଦେଶ କେତେଦୂର ସଫଳ!

ବିଶ୍ଵ ରେ covid-19 ର ପ୍ରକୋପ ଦିନ କୁ ଦିନ ବଢିବାରେ ଲାଗିଛି। ପୃଥିବୀ ର ବିକାଶଶୀଳ ଦେଶ ହେଉ ବା ବିକଶିତ ଦେଶ ହେଉ ସମସ୍ତେ ନିଜ ଚେଷ୍ଟାରେ ଅଛନ୍ତି ଯେ କିପରି କୋଭିଡ଼ -୧୯ ର ଟୀକା ବାହାର କରିବା।  କିନ୍ତୁ ଏତେ ମାସ ପରେ ମଧ୍ୟ ଏହି ବିଶ୍ୱସ୍ତରୀୟ ମହାମାରୀ ପାଇଁ କୌଣସି ଔଷଧ କିମ୍ବା ଟୀକା ପ୍ରସ୍ତୁତ ହୋଇନାହିଁ। ସାରା ବିଶ୍ୱରେ ୧୩୦ରୁ ଅଧିକ ଟିକା ବର୍ତ୍ତମାନ ମାନବ ପରୀକ୍ଷା ପର୍ଯ୍ୟାୟ…

Read More

ଅନୁଗୋଳ ଜିଲ୍ଲାପାଳଙ୍କ ଦ୍ଵାରା ତାଳଚେର କୋଭିଡ଼ ହସପିଟାଲକୁ ଅଚାନକ ପରିଦର୍ଶନ; ଯାଞ୍ଚ କଲେ ଖାଦ୍ୟର ମାନ

ତାଳଚେର : ତାଳଚେର କୋଭିଡ଼ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନ ଙ୍କୁ  ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ। ଜିଲ୍ଲାପାଳ ନିଜେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତ୍ତାକୁ ପରିକ୍ଷା କରିଥିଲେ। ଏହାଛଡା ଜିଲ୍ଲାପାଳ ହସପିଟାଲରେ କାର୍ଯ୍ୟରତ ଡାକ୍ତର,କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ  ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଉପରେ ଆଲୋଚନା କରିଥିଲେ। ଏହି ୧୫୦ ଶଯ୍ୟା…

Read More

ଅନୁଗୋଳରେ ଆଜି ୨୫ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ସଂକ୍ରମିତ ସଂଖ୍ୟା ୧୮୯ ରେ ପହଞ୍ଚିଲା

ଅନୁଗୋଳ : ରବିବାର ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଂକ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୧୨ ଜଣ , ତାଳଚେର ବ୍ଲକ୍ ଅଞ୍ଚଳରୁ ୮ ଜଣ , ଅନୁଗୋଳ ପୌରାଞ୍ଚଳରୁ ୩ ଜଣ , ବଅଁରପାଳ ବ୍ଳକର ଶିଳ୍ପ ସଂସ୍ଥା ଅଞ୍ଚଳରୁ ଜଣେ ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ତାଳଚେର ପୌରାଞ୍ଚଳର ୧୨ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଗଞ୍ଜାମ ଫେରନ୍ତା ପୁରୁଷ…

Read More

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୫୧୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି

ରାଜ୍ୟରେ ଆଜି  ଆଉ ୫୧୫ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ହଜାର ୪୫୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୮୦ ଜଣ, ଯାଜପୁର ଜିଲ୍ଲାରୁ ୪୦ ଜଣ, ସୁନ୍ଦରଗଡ଼…

Read More

ଭାରତରେ କରୋନା କମ୍ୟୁନିଟି ସ୍ପ୍ରେଡ ଆରମ୍ଭ : ଆଇଏମଏ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।  ଗତ ତିନି ଦିନ ଧରି ଦେଶରେ ୩୪ ହଜାରରୁ ଅଧିକ ନୂଆ ମାମଲା ଦେଖାଦେଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ବିବୃତ୍ତି ଦେଶର ଚିନ୍ତା ବଢେଇ ଦେଇଛି। ଆଇଏମଏ କହିଛି ଯେ ଭାରତରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି ଆଗକୁ ଆହୁରି ପରିସ୍ଥିତି ଆହୁରି ଖରାପ ହୋଇପାରେ। ଆଇଏମ୍ଆଇ (ହସ୍ପିଟାଲ୍ ବୋର୍ଡ ଅଫ୍ ଇଣ୍ଡିଆ) ର ସଭାପତି ଡକ୍ଟର ଭି.କେ…

Read More