Brahmos Supersonic Cruise Missile: ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର INS ଚେନ୍ନାଇରୁ ସଫଳ ବ୍ୟାବହାରିକ ପରୀକ୍ଷଣ
ଚେନ୍ନାଇ: ବ୍ରହ୍ମୋସ୍, ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର (Brahmos Supersonic Cruise Missile) ଆଜି ଭାରତୀୟ ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଏକ ଟାର୍ଗେଟରେ ସଫଳତାର ସହ ପରୀକ୍ଷଣ କରାଗଲା। ଏହି କ୍ଷେପଣାସ୍ତ୍ର ପିନ-ପଏଣ୍ଟ ସଠିକତା ସହିତ ସଫଳତାର ସହ ଟାର୍ଗେଟକୁ ଲକ୍ଷ କରିଥିଲା। ବ୍ରାହ୍ମୋସ୍ ‘ପ୍ରାଇମ୍ ଷ୍ଟ୍ରାଇକ୍ ଅସ୍ତ୍ର’ (Prime Strike Weapon) ଭାବରେ ଏହାକୁ ଗଣନା କରାଯାଉଛି। ବହୁମୁଖୀ ବ୍ରହ୍ମୋସ୍ ମିଳିତ ଭାବରେ ଭାରତ ଏବଂ ରୁସିଆ ଦ୍ୱାରା ଡିଜାଇନ୍…
