Maharashtra Landslides: ମହାରାଷ୍ଟ୍ରରେ ଭୂସ୍ଖଳନ ହେତୁ ୩୦ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢିପାରେ
ରାୟଗଡ: ମହାରାଷ୍ଟ୍ର (Maharashtra) ରେ ପ୍ରବଳ ବର୍ଷା ଜାରୀରହିଛି। ରାଜ୍ୟର ରାୟଗଡ ଜିଲ୍ଲାର ମହାଡ ଗ୍ରାମରେ ଭୂସ୍ଖଳନ (Landslides) ଯୋଗୁଁ ୩୦ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପୋଲିସ କହିଛି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ କାରଣ ଅନେକ ଲୋକ ତଳେ ଫସିଥିବାର ଭୟ ରହିଛି। ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ଭୂସ୍ଖଳନ ହେବାର ଖବର ରହିଛି। ଅଧିକାରୀ କହିଛନ୍ତି ଯେ ମହଡ଼ରେ ଭୂସ୍ଖଳନ ସ୍ଥାନରୁ…
