Home » NEPAL PRIMINISTER

ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?

କାଠମାଣ୍ଡୁରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (NGO) କୁ ଚୀନ୍ ୧୨.୭ ଲକ୍ଷ ନେପାଳୀ ଅର୍ଥ ପ୍ରଦାନ କରିଛି, ଯାହାକି ଗୋର୍ଖା ସମ୍ପ୍ରଦାୟର ସଦସ୍ୟଙ୍କ ଭାରତୀୟ ସେନାରେ ଯୋଗଦେବା ପଛରେ ଥିବା ପ୍ରେରଣା ଉପରେ ଏକ ଅଧ୍ୟୟନ କରିବା ପାଇଁ। ଚୀନ୍ ଖୋଜିବାକୁ ଚାହୁଁଛି ଯେ ଗୋର୍ଖା ଯୁବକମାନେ କାହିଁକି ଭାରତୀୟ ସେନାରେ ଯୋଗ ଦେଉଛନ୍ତି। ନେପାଳର ଗୋର୍ଖା ଯୁବକମାନେ ଭାରତୀୟ ସୈନ୍ୟବାହିନୀର ସଦସ୍ୟ ହୋଇଥିବାରୁ ଚୀନ୍ ଅସୁବିଧାରେ ପଡିଛି। ସେଥିପାଇଁ ଗୋର୍ଖା ଯୁବକମାନଙ୍କ ଉପରେ ପରୀକ୍ଷା…

Read More

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିଲେ। ଏହି ଫୋନ୍ କଲ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ  ଯେ ଗତ କିଛିଦିନ ହେବ ଭାରତ ଓ ନେପାଳ ମାଧରେ ଭଲ ସମ୍ପର୍କ ନାହିଁ। ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଥିଲା ଏହି କଥାବାର୍ତ୍ତା।  ସୀମାକୁ ନେଇ ନେପାଳ ଏବଂ ଭାରତ ସମ୍ପର୍କ ମଧ୍ୟରେ କଳହ ଲାଗିଥିଲା। ଏହା ପରେ ନେପାଳ ଅନେକ ଥର ଭାରତ ବିରୋଧରେ…

Read More

ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…

କିଛିଦିନ ତଳେ ନେପାଳର ପ୍ରଧାନମନ୍ତ୍ରୀ ଓଲି ଏକ ବିବାଦୀୟ  ବିବୃତ୍ତି ଦେଇଥିଲେ। ତାଙ୍କ କହିବା ଅନୁସାରେ  ଆଜି ପର୍ଯ୍ୟନ୍ତ ସେମାନେ ଭାବୁଥିଲେ ଥିଲେ ଯେ ଆମର ସୀତା ଭାରତୀୟ ଶ୍ରୀରାମଙ୍କୁ ବିବାହ କରିଥିଲେ। ଯେତେବେଳେ ଶ୍ରୀରାମ ଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ନେପାଳ। ଏହି ଦାବି ପରେ ନେପାଳର ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଏହାର ପ୍ରମାଣ ସଂଗ୍ରହ କରିବାକୁ ଅଧ୍ୟୟନ କରିବାକୁ ଯାଉଛି। ନେପାଳର ପ୍ରଧାନମନ୍ତ୍ରୀ ଅଲିଙ୍କ ଦାବି ପରେ ବହୁ ବିବାଦ ଦେଖାଦେଇଥିଲା। ନେପାଳର ବୈଦେଶିକ…

Read More