Home » Net Banking
atm-sbi

SBI:ସାବଧାନ!ବ୍ୟାଙ୍କରେ ବାଲାନ୍ସ ନଥିବା ବେଳେ ATM ଟ୍ରାଞ୍ଜକସନ ଫେଲ ହେଲେ ଦେବେ ଜୋରିମାନା

ଭୂବନେଶ୍ଵର: ଯଦି ଆପଣଙ୍କର ଆକାଉଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହିତ ଅଛି ଏବଂ ଆପଣ ଟଙ୍କା କଟିବା ପାଇଁ ଏକ ବାର୍ତ୍ତା ମଧ୍ୟ ପାଇଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କରେ ବାଲାନ୍ସ ଅଭାବ (Insufficient Balance) ହେତୁ ଯଦି ଆପଣଙ୍କର କାରବାର ଏଟିଏମ ରେ ବିଫଳ (Failed transaction) ହୁଏ, ତେବେ ଆପଣଙ୍କୁ…

Read More