Odisha Panchayat Election: ଏଥର ମତଗଣନା ହେବ ବ୍ଲକ୍ ରେ, ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର
ଭୁବନେଶ୍ୱର: Odisha First Phase Panchayat Election ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାରକାର୍ଯ୍ୟ ଶେଷ ହେଉଛି। ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୩୦ଟି ରାଜ୍ୟରୁ ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍ର ୧ହଜାର ୬ଶହ ୬୯ ଟି ଗ୍ରାମ ପଞ୍ଚାୟତରେ ମତଦାନ ହେବ। ଏଥିରେ ମୋଟ୍ ୬୭ ଲକ୍ଷ ୫୧ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ନିର୍ବାଚନ…
