Home » NITI AYOGA
pm_modi

ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

ଚଳିତ ସେପ୍ଟେମ୍ବରରେ ସମଗ୍ର ଦେଶରେ ତୃତୀୟ ପୋଷଣ ମାସ ପାଳିତ ହେଉଛି। ପ୍ରତିବର୍ଷ ପୋଷଣ ଅଭିଯାନ (Poshan Abhiyaan) ପ୍ରଧାନମନ୍ତ୍ରୀଙ୍କ ସାମଗ୍ରିକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଥାଏ। ଏହା ୨୦୧୮ ରେ ଆରମ୍ଭ ହୋଇଥିଲା। ପୋଷଣ ଅଭିଯାନର ନୋଡାଲ ମନ୍ତ୍ରଣାଳୟଭାବେ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ କାର୍ଯ୍ୟ କରୁଛ। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କୁ ଅଂଶୀଦାରଭାବେ ଗ୍ରହଣ କରାଯାଇ ଜାତୀୟ, ପ୍ରାଦେଶିକ,  ଜିଲା ଏବଂ ସମାଜର ତଳସ୍ତରରେ ପୋଷଣ…

Read More

୨୯ ଟି ଗ୍ଲୋବାଲ୍ ଷ୍ଟକ୍ ମାର୍କେଟ ଇଣ୍ଡେକ୍ସର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବା ପାଇଁ ନୀତିଆୟୋଗର ଭର୍ଚୁଆଲ୍ କର୍ମଶାଳା

ଦେଶରେ ସଂସ୍କାର ତଥା ବିକାଶ ପାଇଁ ୨୯  ଟି ମନୋନୀତ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ନଜର ରଖିବା ପାଇଁ ଆୟୋଗ ଶୁକ୍ରବାର କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଙ୍କ ଅଧ୍ୟକ୍ଷତାରେ ୪୭  ଟି ୟୁନିଅନ ମନ୍ତ୍ରଣାଳୟ ସହିତ ଏକ ଭର୍ଚୁଆଲ କର୍ମଶାଳା ଆୟୋଜନ କରିଛନ୍ତି। ଷ୍ଟକ ହୋଲ୍ଡର ପରାମର୍ଶର ପଦ୍ଧତି, ପ୍ରକାଶନ ଏବଂ ସର୍ଭେ ଡାଟା ଏଜେନ୍ସି ସହିତ ଯୋଗଦାନ,ରାଜ୍ୟ ମାନ୍ୟତା ପାଇଁ ଢାଞ୍ଚା ସୂଚନା ବଣ୍ଟନ ପାଇଁ ପ୍ଲାଟଫର୍ମ, ଏବଂ କର୍ମଶାଳାରେ ମନିଟରିଂ କୌଶଳ…

Read More