UPI ବ୍ୟବହାରକାରୀ ସାବଧାନ ରୁହନ୍ତୁ, ଏହି ସମୟରେ ଦେୟରୁ ଦୂରେଇ ରୁହନ୍ତୁ, NPCIର ଆଲର୍ଟ
ନୂଆଦିଲ୍ଲୀ: ଯଦି ଆପଣ UPI ମାଧ୍ୟମରେ ଅନଲାଇନ୍ ପେମେଣ୍ଟ୍ (Online Payments) କରୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) UPI ଦେୟ ବିଷୟରେ ଲୋକଙ୍କ ପାଇଁ ଏକ ବଡ଼ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ ରାତି ୧ ଟାରୁ ୩ଟା ମଧ୍ୟରେ କିଛି ଦିନ ପାଇଁ UPI ଦେୟ ଦେବା ଠାରୁ ଦୂରେଇ ରୁହନ୍ତୁ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…
