Kalia Yajona eKyc: ମିଳିଲା କାଳିଆ କିସ୍ତି; ଟଙ୍କା ପାଇନଥିଲେ, କରନ୍ତୁ ekyc
ଭୁବନେଶ୍ୱର: Kalia Yajona eKyc: ମିଳିଲା କାଳିଆ ଯୋଜନାର ଅଷ୍ଟମ କିସ୍ତି। ଆଜି ନୂଆଖାଇ (Nuakhai) ଅବସରେ ଚାଷୀଙ୍କୁ ନୂଆଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଆଜି ଗୁରୁବାର ରାଜ୍ୟର କାଳିଆ ଯୋଜନା ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ଏହି ଯୋଜନାରେ ମୋଟ ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି। ଏହି ବାବଦକୁ ମୋଟ୍ ୮୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।…
