Odisha Covid-19 March Guidelines: ୨ହଜାର ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ମିଳିଲା ଅନୁମତି
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମାର୍ଚ୍ଚ ମାସ ପାଇଁ କୋଭିଡ଼ ଗାଇଡଲାଇନ (Covid-19 Guidelines) ଅନୁସାରେ ୨ହଜାର ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଏହା ମାର୍ଚ୍ଚ ପହିଲାଠାରୁ ଲାଗୁହେବ। ଗାଇଡଲାଇନ ଅନୁସାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା କୁହାଯାଇଛି। ଏଥିରେ ଯାତ୍ରା ପରିବେଷଣ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ, ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟରେ ୬ଫୁଟର ଦୂରତା ରହିବ। ଏଥିସହିତ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ…
