Odisha 10th New Syllabus: ନବମ, ଦଶମ ପାଇଁ ନୂଆ ବିଷୟ, ୭୦୦ ମାର୍କର ବୋର୍ଡ ପରୀକ୍ଷା
କଟକ: Odisha School New Syllabus For Class 9th and 10th ଓଡ଼ିଶାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଷୟ ରହିବ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍ ଆଦି ବିଷୟ ରହିବା। ଏଥିପାଇଁ ୨୫ ମାର୍କ ଲେଖାଏଁ…
