Home » odisha breaking
pmmodi-mahimalive

Catch the Rain: ମାର୍ଚ୍ଚ ୨୨ରେ ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ବିଶ୍ୱ ଜଳ ଦିବସ ମାର୍ଚ୍ଚ ୨୨ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍’ (National Water Mission-Catch The Rain) ଅଭିଯାନର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନଦୀ ସଂଯୋଗୀକରଣ ନିମନ୍ତେ ରାଷ୍ଟ୍ରବ୍ୟାପୀ ଯୋଜନାର ପ୍ରଥମ ପ୍ରକଳ୍ପ କେନ୍ ବେତୱା ଲିଙ୍କ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଐତିହାସିକ ବୁଝାପତ୍ର…

Read More
hathras_case-min

Hathras Case: ହାଥରସ୍ ମାମଲାରେ CBI ପଚାରିଲା ସମସ୍ତ ଚାରି ଅଭିଯୁକ୍ତ ପଳାୟନ ବେଳେ କେହି ଜଣେ ନିହାତି ଦେଖିଥିବେ

Hathras: ଗତ ସେପ୍ଟେମ୍ବର ୧୪ ରେ, ହାଥସରେ ଘଟିଥିବା ଏହି ଭୟଙ୍କର ଘଟଣାର ଅନୁସନ୍ଧାନ ପରେ ସିବିଆଇ (CBI) ଦ୍ଵାରା ଯାଞ୍ଚ କରାଯାଇଥିଲା। ୧୫ ଦିନରେ ସିବିଆଇ ଦଳର ଦୁଇଜଣ ସଦସ୍ୟ ହାଥରସ ମାମଲାର ତଦନ୍ତ ପାଇଁ ଗାଁରେ ପହଞ୍ଚିଥିଲେ। ତିନି ଅଭିଯୁକ୍ତଙ୍କ ଘର ଏବଂ ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିଥିଲେ। ତାଙ୍କ ପରିବାର ସହିତ କଥା ହୋଇଥିଲେ ଗାଁର ଚାରିଜଣ ଯୁବକ ନାବାଳିକାଙ୍କ ସହ ଅପରାଧ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତ ସନ୍ଦୀପ, ରବି…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More
drdo

DRDO ABHYAS: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (Defence Research and Development Organisation-DRDO) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର (High-speed Expendable Aerial Target -HEAT) ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵର (Balasore) ସ୍ଥିତ ଆଇଟିଆର (Interim Test Range-ITR) ରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ…

Read More
Cbi returns

CBI Returns: BJD ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌

ଭୁବନେଶ୍ୱର: ସିବିଆଇ ରିଟର୍ଣ୍ଣର୍ସ (CBI Returns) କିଛି ଦିନର ବ୍ୟବଧାନ ପରେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ଘରେ ସିବିଆଇ ଟିମ୍‌ ଯାଞ୍ଚ କରିଛି। ସି-ସୋର ଚିଟ୍‌ଫଣ୍ଡ (Sea-Shore) ଲିଙ୍କ୍ ମାମଲାରେ ସିବିଆଇ ଟିମ୍‌ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ସିବିଆଇ ପହଁଚି  ଯାଞ୍ଚ କରିଛି। ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି…

Read More
ashok sahu

BJP Leader: ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: ବରିଷ୍ଠ ବିଜେପି (BJP) ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ (IPS) ଅଶୋକ ସାହୁ (Ashok Sahu)ଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆଜି କଟକର ଏକ ଘରୋଇ ନର୍ସିଂହୋମରେ ବିଜେପିର ଏହି ବରିଷ୍ଠ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସୂଚନାଅନୁସାରେ ,ଶ୍ରୀ ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ  ତାଙ୍କର ଦେହାନ୍ତ…

Read More
dharmendra-pradhan _solar

ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ ଭାରତରେ ଆୟୋଜିତ କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ଯ୍ୟକ୍ରମରେ ସାମିଲ ନୂଆଦିଲ୍ଲ : ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫୁଏଲ ଷ୍ଟେସନକୁ ସୌରଚାଳିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଆନ୍ତର୍ଜାତିକ ସୌର ଆଲିଆନ୍ସ (ISA) ପକ୍ଷରୁ ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର…

Read More