ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୦୦ କରୋନା ଆକ୍ରାନ୍ତ; ମୋଟ ୧୩ ହଜାର ୩୦୯ କୁ ବୃଦ୍ଧି
ରାଜ୍ୟରେ ଆଜି ଆଉ ୪୦୦ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୩୦୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୩୭ ଜଣ , ନୟାଗଡ଼ ଓ ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ , କଟକ ରୁ ୫୮…
