Home » ODISHA ENGINEERING
odisha results

OJEE 2022 Result: ପ୍ରକାଶ ପାଇଲା OJEE 2022 ପରୀକ୍ଷାଫଳ

ଭୁବନେଶ୍ୱର: Odisha Joint Entrance Examination (OJEE)-2022 results ଆଜି ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ www.ojee.nic.in ସାଇଟରେ  ଦେଖିପାରିବେ। ସୂଚନାଯୋଗ୍ୟ ଏ ବର୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଜୁଲାଇ ୪ରୁ…

Read More

ଆଜି ଦିନ ୧୨.୩୦ ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷ‌ା ଫଳ

ଭୁବନେଶ୍ଵର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ଵାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ଆଜି ଦିନ ୧୨.୩୦ ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ପରେ ୱେବସାଇଟ୍ ଉପଲବ୍ଧ ହେବ।   ପରୀକ୍ଷାର୍ଥୀ www.orissaresults.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରି‌ବେ। ଏଥିସହିତ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଓଡ଼ିଶାରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭୦୩ କୁ ବୃଦ୍ଧି

ରାଜ୍ୟରେ ମଙ୍ଗଳବାର  ଆଉ ୨୧୭  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୭୦୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୯୬ ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୮ଜଣ। ବରଗଡ଼ ଜିଲ୍ଲା ରୁ ୧୩ ଜଣ, ବାଲେଶ୍ଵର ରୁ ୧୬ ଜଣ,ମୟୂରଭଞ୍ଜ ରୁ…

Read More

ଗୃହ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ ପରୀକ୍ଷା ପାଇଁ ଅନୁମତି ଦେଲା; ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ଆଜି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି। ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିର୍ଦ୍ଦେଶାବଳୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ (ଏସଓପି) ଅନୁଯାୟୀ ଚୂଡ଼ାନ୍ତ ପରୀକ୍ଷା କରିବା ବାଧ୍ୟତାମୂଳକ ଅଟେ। କୋଭିଡ -୧୯ ମହାମାରୀ ମଧ୍ୟରେ…

Read More

ଜୁଲାଇ ୯ ରୁ ଆରମ୍ଭ ହେଉଥିବା ବିପିୟୁଟି ଶେଷ ସେମିଷ୍ଟାର ଅନଲାଇନ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ଅସନ୍ତୋଷ

ଜୁନ ୨୭ ରେ ବିପିୟୁଟି କତୃପକ୍ଷ ଫାଇନାଲ ପରୀକ୍ଷା ପାଇଁ ନୋଟିସ ପ୍ରକାଶିତ କରିଛନ୍ତି। ଯାହାକି ଆସନ୍ତା ଜୁଲାଇ ୯ ରୁ ଆରମ୍ଭ ହେବ। ପ୍ରକାଶିତ ନୋଟିସ ରେ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ସୋସିଆଲ ମିଡିଆ ଟ୍ୱିଟର #BPUTStopKaroNa  ରେ  ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରୀଛାତ୍ର ଙ୍କ ଅଭିଯୋଗ ଅନୁସାରେ, ବିପିୟୁଟି ତେଲେଙ୍ଗାନା ର ଯେଉଁ କମ୍ପାନୀ କୁ  ଅନଲାଇନ ପରୀକ୍ଷା ର ଦାୟିତ୍ଵ ଦେଇଛି ତା’ ନାରେ ପରୀକ୍ଷା ବିଭ୍ରାଟ…

Read More