Home » ODISHA FILM ACTOR
jajpur flood odisha rainfall

ବାହ୍ୟଜଗତରୁ ବିଛିନ୍ନ ଜୟନ୍ତରା ମହାପାତ୍ର ସାହି

ଦଶରଥପୁର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ମହାପାତ୍ର ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଗତ ୨ଦିନ ତଳେ ବୈତରଣୀ ନଦୀରେ ହଠାତ୍ ବନ୍ୟା ଜଳ ଆସିବା ଯୋଗୁଁ ସାହିର ୬୦ ପରିବାରର ୨ଶହ ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କୁ…

Read More

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗତ କଲି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ବିଜୟ ମହାନ୍ତି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ସିନେମା ପରଦାରେ କନ୍ଦାଇବା ପରେ ଆଜି କିନ୍ତୁ ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ।  ଦୀର୍ଘ ଦିନ ଧରି ପ୍ରଥମେ ହାଇଦ୍ରାବାଦ ପରେ ଭୁବନେଶ୍ଵର ରେ ‌ରୋଗଶଯ୍ୟାରେ ପଡ଼ିବା ପରେ ଗତ କଲି ରାତି ୯ଟାରେ…

Read More