Home » Odisha Matric Result 2022
bse-1Oth result

Odisha Matric Result 2022: ପ୍ରକାଶ ପାଇଲା ଦଶମ ବାର୍ଷିକ ପରୀକ୍ଷା ଫଳ, ଛାତ୍ରୀ ଆଗରେ

କଟକ: Odisha Matric Result 2022 ଆଜି ବୋର୍ଡ ଅଫ ସେକେଣ୍ଡାରି ଏଜୁକେଶନ (Board Of Secondary Education) ଓଡ଼ିଶା ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୨୨ ଫଳ ପ୍ରକାଶିତ ହୋଇଛି। ଏବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭…

Read More
Matric RESULT

Odisha Matric Result 2022: ଆସନ୍ତା କାଲି ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ Result

ଭୁବନେଶ୍ୱର (ବ୍ୟୁରୋ): Odisha Matric Examination Result 2022 ଆସନ୍ତା କାଲି ବୁଧବାର ପ୍ରକାଶ ପାଇବ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ। ଏହା ଜୁଲାଇ ୬ ତାରିଖ ଅପରାହ୍ନ ୧ଟାରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ଓଡ଼ିଶା ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା ହୋଇଥିଲା। ମାଟ୍ରିକ୍‌ ପରୀକ୍ଷା…

Read More