Home » odisha news updates » Page 2
cybercomplex

Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

ଭୁବନେଶ୍ଵର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ (Police DG Abhay) ଆଜି ଭୁବନେଶ୍ୱର (Bhubaneswar) ରେ ନବନିର୍ମିତ ସାଇବର କମ୍ପେକ୍ସ (Cyber Complex) ର ଉଦ୍‍ଘାଟନ କରିଛନ୍ତି। କଟକ (Cuttack) ରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ (Cyber Crime) ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ, ରାଜ୍ୟରେ ଯେଉଁଭଳି ଭାବରେ…

Read More
pac odisha

Odisha: ସୁଶାସନ ଏବଂ ସୁପରିଚାଳିତ ରାଜ୍ୟ ତାଲିକାରେ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ

ନୂଆଦିଲ୍ଲୀ: ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ (PAI) -୨୦୨୦ ଜନସମ୍ପର୍କ କେନ୍ଦ୍ର (PAC) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ (Kerela) ଦେଶର ସବୁଠାରୁ ସୁପରିଚାଳିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ ବଡ ରାଜ୍ୟ ତାଲିକାର ତଳେ ରହିଛି। ଏଥିସହିତ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ ଅଛି। ଏହା ବେଙ୍ଗାଲୁରୁରୁ ପରିଚାଳିତ ଅଣ-ଲାଭ ସଂଗଠନ ଶୁକ୍ରବାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ସଂଗଠନର ସଭାପତି ହେଉଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର…

Read More
GST

GST: ଓଡ଼ିଶାରୁ ଅକ୍ଟୋବର ମାସରେ ଜିଏସ୍‌ଟି ୨୪୧୯ କୋଟି ଟଙ୍କା ସଂଗୃହୀତ, ଗତବର୍ଷ ତୁଳନାରେ ୨୧ଶତାଂଶ ଆଦାୟ ଅଧିକ

ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି (GST) ରାଜସ୍ୱ ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ହୋଇଛି। ସେଥିମଧ୍ୟରୁ ସିଜିଏସ୍‌ଟି (CGST) ପରିମାଣ ୧୯ ହଜାର ୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି (SGST)  ୨୫ ହଜାର ୪୧୧କୋଟି ଓ ଆଇଜିଏସ୍‌ଟି (IGST) ପରିମାଣ ୫୨ ହଜାର ୫୪୦କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି। ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩…

Read More
Dpradhan

Bhubaneswar : ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ଆଜି ଘଟିଥିବା ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ (Minister of Petroleum & Natural Gas) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Sri Dharmendra Pradhan) ବିଭାଗୀୟ ସଚିବଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି ଯେ, “ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଖବର…

Read More
CYBER CRIME

NCRB:ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ସାଇବର କ୍ରାଇମ ଅପରାଧରେ ପ୍ରଥମ ସ୍ଥାନରେ ଓଡିଶା, ରାଜ୍ୟରେ ମହିଳାଙ୍କ ପ୍ରତି ବଢିଛି ଅତ୍ୟାଚାର

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ପ୍ରକାଶିତ ‘କ୍ରାଇମ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଓଡିଶା (Odisha) ରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ୧୪.୩୪ ପ୍ରତିଶତ ବୃଦ୍ଧି ଘଟିଛି। ‘କ୍ରାଇମ ଇନ୍ ଇଣ୍ଡିଆ-୨୦୧୯’ ତଥ୍ୟରେ ଓଡ଼ିଶାର ବିଭିନ୍ନ ମାମଲାର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶରେ ମହିଳାଙ୍କ ସମ୍ପର୍କିତ ସାଇବର୍‌ କ୍ରାଇମ୍‌ (Cyber Crime) ଅପରାଧରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୧୯ ମସିହାରେ ଦେଶରେ ସମୁଦାୟ ୧୬୨୧ଟି…

Read More