Home » ODISHA NEWS » Page 2
OSSC Teacher Recruitment 2023

OSSC Teacher Recruitment 2023: ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୧୦ ରୁ ଆରମ୍ଭ

ଭୁବନେଶ୍ୱର: OSSC Teacher Recruitment 2023 ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବାକୁ ସ୍ଥିର କରିଛି ଓଏସଏସସି । ଶିକ୍ଷକ ନିଯୁକ୍ତି ପାଇଁ ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ…

Read More
India vs Sri Lanka ODI Highlight

India vs Sri Lanka ODI Highlight: ଶ୍ରୀଲଙ୍କାକୁ ହରାଇ ଦିନିକିଆ ସିରିଜ ଜିତିଲା ଭାରତ

ଥିରୁଅନନ୍ତପୁରମ: India vs Sri Lanka ODI Highlight ଆଜି ଟିମ ଇଣ୍ଡିଆ  ଶ୍ରୀଲଙ୍କାକୁ ହରାଇ ଦିନିକଆ ସିରିଜକୁ ୩-୦ ରେ ଜିତିନେଇଛି। ୩ୟ ତଥା ଶେଷ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନର ଏକ ବଡ଼ ସ୍କୋର କରିଥିଲା। ମ୍ୟାଚ ଜିତିବାକୁ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। କିନ୍ତୁ ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱେକଟ ହରାଇ ମାତ୍ର ୭୨ ରନ ସଂଗ୍ରହ…

Read More
5g odisha plans

5G Odisha Plans : ଓଡିଶାରେ ଆସନ୍ତା କାଲିଠାରୁ ଫାଇଭ୍‌-ଜି ସେବା ଆରମ୍ଭ ହେବ

ଭୁବନେଶ୍ଵର : 5G Odisha Plans ଓଡିଶାରେ ଆସନ୍ତାକାଲି ଫାଇଭ୍‌-ଜି ସେବାର ଶୁଭାରମ୍ଭ ହେବ। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରଠାରେ ପ୍ରାୟ ସାଢ଼େ ୯ଟାରେ ଏହି ସେବାର ଲୋକାର୍ପଣ କରିବେ। ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୦୦ଟି ଟେଲିକମ୍‌ ଟାୱାରର ଉଦ୍‌ଘାଟନ କରାଯିବ। ଏହି…

Read More
Kala Utsav 2022-23_dharmendra_pradhan

Kala Utsav 2022-23 : ଦେଶର ଐତିହ୍ୟକୁ ମନେ ନ ରଖିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: Kala Utsav 2022-23 ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ। ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର (Regional Institute Of Education) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩ କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର…

Read More
Demonetisation Decision 2016

Demonetisation Decision 2016: ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଠିକ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : Demonetisation Decision 2016 ଆଜି ବିମୁଦ୍ରୀକରଣକୁ ନେଇ ଏକ ବଡ଼ ରାୟ ଆସିଛି। କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଗତ ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ସୁପ୍ରିମକୋର୍ଟ ସମର୍ଥନ ଜଣାଇଛନ୍ତି। ଆଜି ଜଷ୍ଟିସ୍‌ ଏସ୍‌.ଏ.ନାଜିର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଜ ରାୟ…

Read More
Plus 2 Exam 2023 Time Table

Plus 2 Exam 2023 Time Table: ମାର୍ଚ୍ଚ ୧ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ

ଭୁବନେଶ୍ଵର: Plus 2 Exam 2023 Time Table ପ୍ଲସଟୁ ପରୀକ୍ଷାକୁ ନେଇ ଆସିଛି ବଡ ଖବର। ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା। ଅର୍ଥାତ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଆଜି ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା-୨୦୨୩…

Read More
angul news-cm naveen patnaik

Angul News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଅନୁଗୁଳ ଗସ୍ତ ଶେଷ, ୧୫୪୧ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ଅନୁଗୁଳ: Angul News CM Naveen Patnaiks Visits Angul ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି। ଫଳରେ ୭୫ ହଜାରରୁ ଅଧିକ ମହିଳା ଉପକୃତ ହେବେ। ଅନୁଗୁଳ ଷ୍ଟାଡିୟମରେ (Angul News) ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ…

Read More
Free Ration Scheme Odisha

Free Ration Scheme Odisha: ମୋଦୀ ସରକାରଙ୍କ ଭେଟି, ପୁଣି ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ରେସନ; ହେବକି କୋଭିଡ କଟକଣା!

ନୂଆଦିଲ୍ଲୀ: Free Ration Scheme Odisha: ଦେଶର ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ କେନ୍ଦ୍ରରେ ଥିବା ମୋଦୀ ସରକାର ନୂଆବର୍ଷ ଉପହାର ଭେଟି ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ (National Food Security Act -NFSA) ଅଧୀନରେ ଲୋକମାନଙ୍କୁ ମାଗଣାର ଖାଦ୍ୟଶସ୍ୟ ଦିଆଯିବ। କେନ୍ଦ୍ର ସରକାର ୨୦୨୩ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। Related Post | PM Kisan…

Read More
SARGIFUL - 2022

SARGIFUL – 2022: ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ସର୍ଗିଫୁଲ ମହୋତ୍ସବ” (SARGIFUL – 2022) ର ଉଦ୍‌ଯାପନ ଦିବସରେ ଯୋଗ ଦେଇଛନ୍ତି। ସେ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜାତି ଜନଜାତି ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପିଲା କାହା ଠାରୁ କମ୍‌ ନୁହଁ। ‘ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ…

Read More
FIH Odisha Hockey Mens World Cup 2023

FIH Odisha Hockey Mens World Cup 2023: ହକି ବିଶ୍ୱକପ୍‌ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଟିକେଟ ବିକ୍ରି ଆରମ୍ଭ

ରାଉରକେଲା: FIH Odisha Hockey Mens World Cup 2023: ବିଶ୍ୱକପ ହକି-୨୦୨୩ ଆଉ ମାତ୍ର କେତେଟା ଦିନ ରହିଲା। ଏଥି  ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟ ଶାସନ ସଚିବ, ଫାଇଭ୍- ଟି ସଚିବ ଭି.କେ. ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଆର. ଭିନିଲ୍ କ୍ରିଷ୍ଣା ରାଉରକେଲାରେ ପହଂଚି ବିଶ୍ୱକପ୍‌ ହକି ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା କହିଛନ୍ତି। ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ…

Read More
Breaking News Odisha

Breaking News Odisha: ବର୍ତ୍ତମାନର ତାଜା ଖବର, ସଂକ୍ଷେପରେ

Nilagiri News: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ! Breaking News Odisha: ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ! ଆଜି ଏକ ଭୁଲ୍ ଇଞ୍ଜେକସନ୍ ଦେବାକୁ ନେଇ ନୀଳଗିରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଟିଟି ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ହସ୍ପିଟାଲ ପରିସରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବ୍ଳେଡରେ ହାତ କଟିଯିବାରୁ ମେଡିକାଲକୁ ଆସିଥିବା ଜଣେ ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଛି ବୋଲି ଅଭିଯୋଗ ଆସିଛି। BJP Bhubaneswar | ମଶାପାଇଁ…

Read More