Home » ODISHA NEWS » Page 37

ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ର ଫର୍ମ-୧  ଓ ଫର୍ମ-୧  ‘ଏ’ରେ ସଂଶୋଧନ କରାଯାଇଛି। ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ। ଜିଏସ୍‌ଆର ୪୦୧  (ଇ) ଦିନାଙ୍କ ୨୪  ଜୁନ୍‌ ୨୦୨୦ ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଚଣ୍ଡିଗଡରେ ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ

ବିଦ୍ୟୁତଚାଳିତ ଗାଡିର ସରିଯାଇଥିବା ବ୍ୟାଟେରିକୁ ବଦଳାଇ ଚାର୍ଜ ଥିବା ବ୍ୟାଟେରି ନେଇହେବ କେନ୍ଦ୍ରମନ୍ତ୍ରୀ ଶ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବ କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଭି.ପି ସିଂହ ବଦନୋର ଉପସ୍ଥିତ ଥିଲେ । ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି। ଏହି ଷ୍ଟେସନରେ ବିଦ୍ୟୁତଚାଳିତ…

Read More