Home » ODISHA NEWS » Page 36

ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ଓ ୪ ସୁସ୍ଥ;ପଜିଟିଭ ସଂଖ୍ୟା ୬୬ ଓ ସୁସ୍ଥ ସଂଖ୍ୟା ୫୪ କୁ ବୃଦ୍ଧି

ଅନୁଗୋଳ: ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥୁବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ ତାଂକର ସ୍ଵାବ ନମୁନାରୁ ପଜିଟିଭ ଜଣାପଡିଛି। ତାଂକର କୌଣସି କରୋନା ଲକ୍ଷଣ ନ ଥିଲା। ତାକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବଅଁରପାଳ ବ୍ଳକ୍ ଅଂଚଳର ,ଏକ ୫୨ ବର୍ଷିୟ ବ୍ୟକ୍ତି କଟକର…

Read More

ଆସନ୍ତା ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ଵର  : ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।  ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ରୁ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା  ଜିଲ୍ଲା ଗୁଡିକ ହେଲେ , ସୁନ୍ଦରଗଡ଼ ,ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର। ଏହି…

Read More

ଭାରତୀୟ ଖାଦ୍ୟ ନିଗମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଅଛି : ଏଫ୍‌ସିଆଇ

ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ରିପୋର୍ଟ ଅନୁସାରେ ରବିବାର  ସୁଦ୍ଧା ଏହା ପାଖରେ ୨୬୬.୨୯ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୫୫୦.୩୧ ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ଅଛି। ଏହାବାଦ ଏଫ୍‌ସିଆଇ ଉଭୟ ଚାଉଳ ଓ ଗହମ ସଂଗ୍ରହ କାର୍ଯ୍ୟ ଜାରି ରଖିଛି । ସେସବୁ ଏପର୍ଯ୍ୟନ୍ତ ଗୋଦାମରେ ପହଞ୍ଚିନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାସକୁ ୫୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଣ ଆବଶ୍ୟକତା ପଡୁଛି। ଲକ୍‌ଡାଉନ ପରଠାରୁ ପ୍ରାୟ ୧୩୮.୪୩…

Read More

ଫରିଦାବାଦରେ ଭାରତୀୟ ତୈଳ ର ଗବେଷଣା ଏବଂ ବିକାଶ କମ୍ପ୍ଲେକ୍ସର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଶିଳାନ୍ୟାସ

ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ଲାବରୋଟୋରି ହେବ – ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ ଏବଂ ଡିପ୍ଲୋଏମେଟ ସେଂଟରର ଦ୍ୱିତୀୟ ଆର ଓ  ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ୱିତୀୟ ଆର ଓ ଡି ସେଂଟର ଆଗାମୀ ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜିବାର…

Read More

ଜୁଲାଇ ୯ ରୁ ଆରମ୍ଭ ହେଉଥିବା ବିପିୟୁଟି ଶେଷ ସେମିଷ୍ଟାର ଅନଲାଇନ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ଅସନ୍ତୋଷ

ଜୁନ ୨୭ ରେ ବିପିୟୁଟି କତୃପକ୍ଷ ଫାଇନାଲ ପରୀକ୍ଷା ପାଇଁ ନୋଟିସ ପ୍ରକାଶିତ କରିଛନ୍ତି। ଯାହାକି ଆସନ୍ତା ଜୁଲାଇ ୯ ରୁ ଆରମ୍ଭ ହେବ। ପ୍ରକାଶିତ ନୋଟିସ ରେ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ସୋସିଆଲ ମିଡିଆ ଟ୍ୱିଟର #BPUTStopKaroNa  ରେ  ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରୀଛାତ୍ର ଙ୍କ ଅଭିଯୋଗ ଅନୁସାରେ, ବିପିୟୁଟି ତେଲେଙ୍ଗାନା ର ଯେଉଁ କମ୍ପାନୀ କୁ  ଅନଲାଇନ ପରୀକ୍ଷା ର ଦାୟିତ୍ଵ ଦେଇଛି ତା’ ନାରେ ପରୀକ୍ଷା ବିଭ୍ରାଟ…

Read More

ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ କୌଣସି ଜିନିଷର ଅଭାବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁଅର୍ଥ, ଦକ୍ଷତା, କଂଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ…

Read More

ରାଜ୍ୟରେ ପୁଣି ୨୬୪ କରୋନା ପଜିଟିଭ

ରାଜ୍ୟରେ ଆଉ ୨୬୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୩୪  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୩ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ  ଜିଲ୍ଲାରେ  ସର୍ବାଧିକ ୭୬   ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୪୧ ଜଣ , କେଉଁଝର ଜିଲ୍ଲାରୁ…

Read More

ହାତୀ ର ଗତିବିଧି ଜାଣିବା ଏବେ ସହଜ

ହାତୀ-ମଣିଷ ମୁହାଁ ମୁହିଁ ଅନଗୁଳ ଜିଲ୍ଲାରେ ଅନେକ ସମୟରେ ହେଉଛି। ହାତୀର ଗତିବିଧି ଜନସାଧାରଣ ଜାଣିପାରୁନଥିବାରୁ ଅକାରଣ ରେ ଜୀବନ ଦେଉଛନ୍ତି। ଆଉ ମଧ୍ୟ ବେଳେ ହାତୀ ର ଜୀବନ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନଗୁଳ ବନଖଣ୍ଡ ଏକ  ମୋବାଇଲ ଆପ ତିଆରି କରିଛନ୍ତି । ଯାହାର ନାମ ଦିଆଯାଇଛି “ଅନଗୁଳ ବନ ସାଥି” । ଅନୁଗୁଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ ସୂଚନା ଅନୁସାରେ, ଏହି ମୋବାଇଲ ଆପ୍‌ ଅନୁଗୁଳ ଜିଲ୍ଲାର ,ତାଳଚେର , ବଅଁରପାଳ , କଣିହାଁ , ଛେଣ୍ଡିପଦା  ଓ ଅନଗୁଳ ବ୍ଲକର…

Read More

କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ

ଆଜି ସୁଦ୍ଧା ବାହାର ରାଜ୍ୟ ଗୁଡ଼ିକରୁ ଓଡ଼ିଶାକୁ ପାଞ୍ଚ ଲକ୍ଷ ରୁ ଅଧିକ ଜଣ ଫେରିଛନ୍ତି। କୋଭିଡ୍-୧୯ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

Read More

ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କୋଭିଡ-୧୯ ର ସାମ୍ପ୍ରତ୍ତିକ ସ୍ଥିତି ଓ ପ୍ରତିହତ ପଦକ୍ଷେପର ସମୀକ୍ଷା

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-19 ସଂକ୍ରାନ୍ତ ସପ୍ତଦଶ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଦିଲ୍ଲୀର ନିର୍ମାଣ ଭବନଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେଇଥିଲେ।   ଦେଶର ସାଂପ୍ରତିକ…

Read More

ରାଷ୍ଟ୍ରପତି ଙ୍କ ଦ୍ଵାରା ବ୍ୟାଙ୍କିଙ୍ଗ୍ (ସଂଶୋଧନ),ନିୟମ ୨୦୨୦ ଜାରି

ସାଧାରଣ ଜନତା, ଜମାକାରୀ, ବ୍ୟାଙ୍କିଙ୍ଗ୍, ମିଶ୍ରଣ ଯୋଜନା ପାଇଁ ରାସ୍ତା ପ୍ରସ୍ତୁତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବାକୁ ବ୍ୟାଙ୍କଗୁଡିକର ପ୍ରତିବଦ୍ଧତାକୁ ଅନୁସରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କ ନିୟମାବଳୀ (ସଂଶୋଧନ) ନିୟମ ,୨୦୨୦ଜାରି କରିଛନ୍ତି। ଏହା ସହିତ ସମସ୍ତ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଙ୍କ ତତ୍ତ୍ୱାବଧାନରେ ଆସିଛନ୍ତି।  ଏହି ସମବାୟ ବ୍ୟାଙ୍କଗୁଡିକର ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିକଟରେ ଏହି ନିୟମରେ ସଂଶୋଧନ କରାଯାଇଛି। ଶନିବାର ଦିନ…

Read More