NCRB:ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ସାଇବର କ୍ରାଇମ ଅପରାଧରେ ପ୍ରଥମ ସ୍ଥାନରେ ଓଡିଶା, ରାଜ୍ୟରେ ମହିଳାଙ୍କ ପ୍ରତି ବଢିଛି ଅତ୍ୟାଚାର
ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ପ୍ରକାଶିତ ‘କ୍ରାଇମ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଓଡିଶା (Odisha) ରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ୧୪.୩୪ ପ୍ରତିଶତ ବୃଦ୍ଧି ଘଟିଛି। ‘କ୍ରାଇମ ଇନ୍ ଇଣ୍ଡିଆ-୨୦୧୯’ ତଥ୍ୟରେ ଓଡ଼ିଶାର ବିଭିନ୍ନ ମାମଲାର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶରେ ମହିଳାଙ୍କ ସମ୍ପର୍କିତ ସାଇବର୍ କ୍ରାଇମ୍ (Cyber Crime) ଅପରାଧରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୧୯ ମସିହାରେ ଦେଶରେ ସମୁଦାୟ ୧୬୨୧ଟି…
