Balangiri News: ଛାତ୍ରୀମାନଙ୍କୁ ବସ୍ଉଠ୍ ଘଟଣାର ନୂଆମୋଡ଼; ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ବଲାଙ୍ଗିର: Balangiri School News ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦି ହାଇସ୍କୁଲରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ପାଟଣାଗଡ଼ ସବଡିଭିଜନ ହସ୍ପିଟାଲରେ ଭର୍ତି କରାଯାଇଛି। ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଏହି ତଦନ୍ତ କରିବେ। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ…
