Odisha weather forecast: କିଛି ଜିଲ୍ଲାରେ ଆସନ୍ତା କାଲି ଘନକୁହୁଡି
ଭୁବନେଶ୍ଵର: odisha weather forecast ଓଡ଼ିଶାରେ ଆସନ୍ତା ୨ଦିନ ପରେ ଶୀତ ବଢିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟର ପାଗ ଶୁଖିଲା ରହିଛି। ଗତ କିଛିଦିନ ମଧ୍ୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହୋଇଥିଲା। ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ଖସିଛି। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
