Odisha Weather Report:ରଜରେ ଆସିବ ମୌସୁମୀ ବାୟୁ
ଭୁବନେଶ୍ଵର:ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ (Kerala) ଛୁଇଁଥାଏ। କିନ୍ତୁ ଏଥର ଦୁଇଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (South –West Monsoon) କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ପହଞ୍ଚିବା ପାଇଁ ଅବସ୍ଥା ଅନୁକୂଳ ହୋଇପଡିଛି। କେରଳରେ ମୌସୁମୀ ବାୟୁ ପହଞ୍ଚିବାର ୧୦ରୁ ୧୨ ଦିନ ମଧ୍ୟରେ ଅର୍ଥାତ୍ ରଜ ଆଡ଼କୁ ଓଡ଼ିଶାରେ ମୌସୁମୀ ବର୍ଷା…
