ଗଞ୍ଜାମ ଓ ଯାଜପୁର କୁ ଅନୁଗୋଳ ବନ୍ଦ
ଅନୁଗୋଳ : (ମହିମାଲାଇଭ ) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ଙ୍କ ସାକ୍ଷା ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଜିଲ୍ଲାରେ ୧୨୨ କରୋନା ରୋଗୀ ସଂଖ୍ୟା ବୃଦ୍ଧି ମାମଲାକୁ ନେଇ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ଅଧିବାସୀଙ୍କୁ ଅନୁଗୋଳ ଜିଲ୍ଲାରେ ପ୍ରବେଶ ଉପରେ ଅନୁଗୋଳ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି। ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ଆନୁଷ୍ଠାନିକ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। ସୂଚନା ଯୋଗ୍ୟ ଯେ…
