ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ଵସ୍ତି, ଏ ବର୍ଷ ବଢିବନି ବିଦ୍ୟୁତ୍ ଶୁଳକ: OERC
ଭୁବନେଶ୍ଵର: Odisha electric bill rate ଚଳିତ ୨୦୨୨-୨୩ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଖୁଚୁରା ବିଦ୍ୟୁତ ଶୁଳକ। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha State Electricity Regulatory Commission) ଙ୍କ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ସୂଚନା ଅନୁସାରେ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୩ ଟଙ୍କା ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦…
