G-7 Summit:ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର One Earth, One Health
ନୂଆଦିଲ୍ଲୀ: ଜି -7 (Group Of Seven) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମ୍ବୋଧିତ କରୁଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Boris Johnson) ଙ୍କ ନିମନ୍ତ୍ରଣ କ୍ରମେ ସେ ଡିଜିଟାଲ ମାଧ୍ୟମ ମାଧ୍ୟମରେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଛନ୍ତି। ସେ ତାଙ୍କ ସମ୍ମିଳନୀ ସମ୍ବୋଧନରେ କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ଵର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ ଏକ ପୃଥିବୀ ଏକ…
