Home » one nation

ଆଉ ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା

ଜାତୀୟ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ପାଇବେ ଖାଦ୍ୟଶସ୍ୟ ଉଠାଇବା ସୁବିଧା ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ…

Read More

ଏକ ଦେଶ ଏକ ରେସନକାର୍ଡ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେଲା

ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ। ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ ସୁବିଧା ୨୦୧୯ ଅଗଷ୍ଟରେ ଦେଶର ୪ ଟି ରାଜ୍ୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ଏହିସବୁ ରାଜ୍ୟର ପାରସ୍ପରିକ ପ୍ରବାସୀମାନେ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାର ଅର୍ଥ ଏହିସବୁ ରାଜ୍ୟରେ ରହୁଥିବା ପ୍ରବାସୀମାନେ ସେମାନଙ୍କୁ ମୂଳ ରାଜ୍ୟର କାର୍ଡରେ ରେସନ ସାମଗ୍ରୀ ଉଠାଇ ପାରୁଥିଲେ।…

Read More

ଡିସେମ୍ବର ୨୦ ସୁଦ୍ଧା ଏକ ରାଷ୍ଟ୍ର ଏକ ରେସନ କାର୍ଡ଼ ଯୋଜନା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେବ

ଦିଲ୍ଲୀ : (ମହିମା ଲାଇଭ ) ଜୁନ୍‌ ପହିଲା ସୁଦ୍ଧା କୋଡିଏ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏଦେଶ ଗୋଟିଏ ରେସନକାର୍ଡ ପ୍ରବର୍ତ୍ତିତ ହୋଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ରାଞ୍ଚଳ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ , ବିହାର , ଗୋଆ , ଗୁଜରାଟ, ହରିଆନା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ଉତ୍ତରପ୍ରଦେଶ, ତେଲଙ୍ଗାନା, ତ୍ରିପୁରା, ଦାମନ ଓ ଡିଉ (ଦାଦ୍ରା ନଗର ହାବେଳି)। ଆସନ୍ତା ମାର୍ଚ୍ଚ ୩୧  ସୁଦ୍ଧା ଅବଶିଷ୍ଟ ସମସ୍ତ ରାଜ୍ୟରେ ଏକ ରାଷ୍ଟ୍ର ଏକ ରେସନକାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ସେ ରାଜ୍ୟ ଓ କେନ୍ଦ୍ରାଞ୍ଚଳ…

Read More