Home » online driving licence apply odisha
Odisha Driving licence online apply

Odisha Driving licence online apply : ଡ୍ରାଇଭିଂ ଲାଇସେନ୍ସ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ଵର: Driving licence online apply Odisha ଅନ୍‌ଲାଇନରେ ଡିଏଲ୍ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍‍ ଓ ଏଲ୍‍ଏଲ୍‍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍‍ ଫେସ୍‍ଲେସ୍‍ ସେବା ଆରମ୍ଭ କରିବ। ସୂଚନା ଅନୁସାରେ, ଏହି ବ୍ୟବସ୍ଥା ଜରିଆରେ ଡାକ୍ତରୀ ପ୍ରମାଣପତ୍ରର ଅନ୍‍ଲାଇନ୍‍ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା…

Read More