ମାଗଣାରେ ସ୍କୁଟି ଦେବାକୁ କହି ଅନ୍ଲାଇନ ଲୁଟେରା ଗିରଫ
ମାଲକାନଗିରି: ଅନ୍ଲାଇନ ଯୋଗେ ମାଗଣାରେ ସ୍କୁଟି ଯୋଗାଇବା ନାଁରେ ଠକୁଥିବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁଥିବା ବେଳେ ମାଲକାନଗିରି ପୋଲିସ ଦ୍ଵାରା ଦୁଇ ଅନ୍ଲାଇନ ଲୁଟେରାକୁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ, ଅଭିଯୁକ୍ତମାନେ ସ୍କୁଟି ଦେବା ପାଇଁ ଏକ ଯୋଜନ। କରି ଥିଲେ। ଜଗତସିଂହପୁର ବାଲିକୁଦା ଅଞ୍ଚଳର ସୌରଭ ଦାଶ ତଥା ଦିବ୍ୟରଞ୍ଜନ୍ କଂସ ଆଶାଦିଦି ମାନଙ୍କୁ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା କରି ଏବଂ ୩୦ଟି ଜିଲ୍ଲାର ଉତ୍ତମ ସେବା ଯୋଗାଇ…
