ଯଦି ଦଳରେ ନିର୍ବାଚନ ନହୁଏ ତେବେ କଂଗ୍ରେସ ୫୦ବର୍ଷ ପର୍ଯ୍ୟନ୍ତ ବିରୋଧୀଦଳ ହୋଇ ରହିବ: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ: କଂଗ୍ରେସରରେ ଦିନକୁ ଦିନ ନୂଆ ନୂଆ ବିବାଦ ମୁଣ୍ଡ ଟେକୁଛି। ଚିଠି ବିବାଦ ଶେଷ ନହେଉଣୁ ପୁଣି ଏକ ବିବାଦ ଦେଖାଦେଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସକୁ ଏକ ବାର୍ତ୍ତା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଏକ ଭିନ୍ନ ଚିଠିରେ ଦସ୍ତଖତ କରିଥିବାରୁ ସେ ଦଳରେ ବିରୋଧାଭାଷ ହେବାର ଚାରି ଦିନ ପରେ ଦଳର ନେତୃତ୍ୱଙ୍କୁ ଆଉ ଏକ ବାର୍ତ୍ତା ଦେଇଛନ୍ତି। ସମ୍ବାଦ ଏଜେନ୍ସି ଏଏନଆଇକୁ ଗୁଲାମ ନବୀ…
