Home » Pakisthan
blast

Blast: ପାକିସ୍ତାନର ପେଶୱାରର ମଦ୍ରାସା ନିକଟରେ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ, ୭୦ ଆହତ

ପେଶୱାର: ପାକିସ୍ତାନର ପେଶୱାର (Peshawar ) ର ଡାର କଲୋନୀରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମଦ୍ରାସା ନିକଟରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୭୦ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ବିସ୍ଫୋରଣର କାରଣ ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ ଚାଲିଥିବା ବେଳେ ବିସ୍ଫୋରଣରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବ୍ୟବହୃତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଏହି ଅଞ୍ଚଳକୁ କର୍ଡନ…

Read More

ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଜୈବିକ ଅସ୍ତ୍ର ତିଆରି କରୁଛନ୍ତି!

ନୂଆଦିଲ୍ଲୀ:ସାରା ବିଶ୍ଵ କରୋନା ଭୂତାଣୁ ମହାମାରୀ ବିରୋଧରେ ଲଢେଇ କରୁଛି। ଏଥିରୁ କିପରି ମୁକ୍ତି ପାଇବ ସେଇ ଚିନ୍ତାରେ ଥିବାବେଳେ ସେପଟେ   ଚୀନ୍‌ର କରୋନା କରିବାର ପରେ ଆଉ ଏକ ନୂଆ ଷଡଯନ୍ତ୍ର ପ୍ରକାଶ ପାଇଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନ ସହିତ ଚୀନ୍‌ର ଊହାନ୍ ଲ୍ୟାବ୍ ଗତ ପାଞ୍ଚ ବର୍ଷ ଧରି ବିପଜ୍ଜନକ ଜୈବିକ ଅସ୍ତ୍ର ଉପରେ ପରୀକ୍ଷଣ କରୁଛି। ଅଷ୍ଟ୍ରେଲୀୟ ୱେବସାଇଟ୍ ଦ କ୍ଲାକ୍ସନ୍ ପ୍ରକାଶ କରିଛି ଯେ ଚୀନ୍ ପାକିସ୍ତାନ ସହିତ…

Read More

ENG v PAK ପ୍ରଥମ ଟେଷ୍ଟ: ଇଂଲଣ୍ଡ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ

ମଞ୍ଚେଷ୍ଟର: କ୍ରିକେଟ ଖେଳରେ କିଛିବି ସମ୍ଭବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ଟେଷ୍ଟ କ୍ରିକେଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିବାର ସ୍ୱପ୍ନ ଦେଖୁଥିବା ପାକିସ୍ତାନ ସହିତ। ଘଟିଥିଲା।ଶୁକ୍ରବାର ପର୍ଯ୍ୟନ୍ତ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାକିସ୍ତାନର ହାତରେ ଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୭୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପଛରେ…

Read More