Home » PANTANJALI AYURVEDA
Baba ramdev

Medical ମାଫିଆଙ୍କ ସାହସ ଅଛି, ଆମୀର ଖାନଙ୍କୁ ସାମ୍ନା କରନ୍ତୁ:ବାବା ରାମଦେବ

ନୂଆଦିଲ୍ଲୀ: ଏଲୋପାଥି (Allopathic) ବନାମ ଆୟୁର୍ବେଦ (Ayurveda) ମଧ୍ୟରେ ବିବାଦ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଏହି ବିତର୍କ ଯୋଗ ଗୁରୁ ବାବା ରାମଦେବ ((Yoga Guru Ramdev) ବନାମ ଡାକ୍ତରଙ୍କ ପରେ ଏବେ ରାମଦେବ ବନାମ ଫାର୍ମା କମ୍ପାନୀ (Pharma Company) ରେ ପହଞ୍ଚିଛି। ପ୍ରଥମେ ଏଲୋପାଥି ଉପରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର ପରେ ମଧ୍ୟ ଯୋଗ ଗୁରୁ ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି। IMA କୁ ୨୫ଟି ପ୍ରଶ୍ନ ପଚାରିବା ପରେ ବାବା…

Read More
harsh_vardhan

ବାବା ରାମଦେବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଚିଠି, କହିଲେ ଏଲୋପାଥି ଉପରେ ବିବୃତ୍ତି ଫେରାଇ ନିଅ

ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ (Union Health Minister Dr.Harsh Vardhan) ରବିବାର ଯୋଗ ଗୁରୁ ରାମଦେବ (Yoga Guru Baba Ramdev) ଙ୍କୁ ଏକ ଚିଠି ଲେଖି ତାଙ୍କୁ ଏଲୋପାଥି (allopathy) ବିରୋଧରେ ଆପତ୍ତିଜନକ ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି। ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ (IMA) ଏଥିପାଇଁ ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଦେଶବାସୀଙ୍କ ପାଇଁ ପ୍ରତିଦିନ କୋଭିଡ-୧୯ (Covid-19)…

Read More
rajyasabha

Parliament Session Update: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

ନୂଆଦିଲ୍ଲୀ: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ (Institute of Teaching and Research in Ayurveda Bill-2020 ) ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା। ଏହା ଫଳରେ ଏହି ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି ଏବଂ ଏହା ଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି। ଏହାର ନାମ ରଖାଯିବ ଆୟୁର୍ବେଦ ଶିକ୍ଷା ଓ…

Read More
Baba ramdev

‘ପତଞ୍ଜଳି କରୋନିଲ’ପ୍ରତିଦିନ ୧୦ ଲକ୍ଷ ପ୍ୟାକେଟର ଅର୍ଡର ଆସୁଛି : ବାବା ରାମଦେବ

ପ୍ରଥମେ ପତଞ୍ଜଳିର ‘କରୋନିଲ୍’ବହୁତ ବିବାଦୀୟ ହୋଇଥିଲା। କରୋନା  ଭୂତାଣୁ କାଳରେ ବାବା ରାମଦେବଙ୍କ ପତଞ୍ଜଳିର କରୋନିଲ ଔଷଧ ବଜାରରେ ବହୁତ ଚାହିଦା ରହିଛି। ଯୋଗ ଗୁରୁ ରାମଦେବ ଦାବି କରିଛନ୍ତି ଯେ ପତଞ୍ଜଳି ଆୟୁର୍ବେଦ ଔଷଧ କରୋନିଲ ପାଇଁ ପ୍ରତିଦିନ ୧୦ଲକ୍ଷ ପ୍ୟାକେଟର ଅଡର ଆସୁଛି, ଯାହା କୋଭିଡ -୧୯ର ରୋଗ ପ୍ରତିରୋଧକ ଶକ୍ତି  ବଢାଇଥାଏ। ଗତକାଲି ବୁଧବାର ଦିନ ରାମଦେବ କହିଛନ୍ତି ଯେ ହରିଦ୍ୱାରସ୍ଥିତ କମ୍ପାନୀ ଏହି ଚାହିଦା ପୂରଣ ପାଇଁ ସଂଘର୍ଷ କରୁଛି, କାରଣ…

Read More