Home » Parliament
pm-modi_ekta diwas

Ekta Diwas: ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଆବଶ୍ୟକ: ପିଏମ ମୋଦୀ

କୋଭାଡ଼ିଆ (mahimalive): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ବିଶ୍ୱ ସମୁଦାୟକୁ ଆତଙ୍କବାଦ (Terrorist) ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି। ଆଜି ଗୁଜରାତର କୋଭାଡ଼ିଆଠା (Gujrat-Kevadiya) ରେ ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ (Statue of Unity) ପରିସରରେ ଆୟୋଜିତ ଏକତା ଦିବସ (Ekta Diwas) ପ୍ୟାରେଡ୍‍ରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଶାନ୍ତି ଓ ସଦ୍‍ଭାବ ପ୍ରତିଷ୍ଠା କରିବା ଲାଗି ବିଶ୍ୱ ସମୁଦାୟ ମଧ୍ୟରେ ଏକତାର ଆବଶ୍ୟକତା ରହିଛି। ଦେଶରେ ଶାନ୍ତି…

Read More
pm modi _agriculture

PM Modi: ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ (Agriculture Bill ) ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Sri Narendra Modi) କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି, “ଭାରତୀୟ କୃଷି ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ! ସଂସଦରେ ଏହି ପ୍ରମୁଖ ବିଲ୍ ପାରିତ ହେବା ନେଇ ଆମର ପରିଶ୍ରମୀ ଚାଷୀଙ୍କୁ ଅଭିନନ୍ଦନ। ଏହାଦ୍ୱାରା କୃଷି…

Read More
parliament

ଆସନ୍ତାକାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ;୧୮ ଟି କାର୍ଯ୍ୟଦିବସ,୪୭ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ସେପ୍ଟେମ୍ବର ୧୪ ଠାରୁ ସଂସଦ (Parliament) ର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ। ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ ରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ ଟି କାର୍ଯ୍ୟ ଦିବସ ରହିଛି (ଶନିବାର ଏବଂ ରବିବାର ମିଶାଇ ସବୁଦିନ କାର୍ଯ୍ୟଦିବସ ହେବ) ଏବଂ ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ…

Read More
bank

କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

୪ ବ୍ୟାଙ୍କ :କାନାରା ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମିଶ୍ରଣ ଏବଂ ଘରୋଇକରଣ (Privatisation) ପାଇଁ ପ୍ରସ୍ତୁତି ଶେଷ। ପ୍ରଥମେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ସଂଖ୍ୟା ୨୭ ରୁ ୧୨କୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ ୧୨ ସରକାରୀ ବ୍ୟାଙ୍କକୁ ହ୍ରାସ କରି ୪ରେ ସୀମିତ ରଖାଯିବାର ଯୋଜନା ଚାଲିଛି। ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ନିତୀ ଆୟୋଗ (NITI Aayoga) ବ୍ଲୁ ପ୍ରିଣ୍ଟ…

Read More