ପତଞ୍ଜଳି କରୋନା ଉପରେ ଔଷଧ ତିଆରି କରିପାରିଛି ;ସ୍ୱାମୀ ରାମଦେବ ଙ୍କ ଦାବି
ବର୍ତ୍ତମାନ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଦାବି କରିଛି ଯେ ସେମାନେ ଏହି ମହାମାରୀକୁ ଦୂର କରିବା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ବାବା ରାମଦେବ କହିଛନ୍ତି ଯେ ସାରା ବିଶ୍ଵ କରୋନା ଭୂତାଣୁ ରୁ ମୁକ୍ତି ପାଇଁ କିଛି ଔଷଧ ବାହାରିବାକୁ ଅପେକ୍ଷା କରିଥିବା ବେଳେ, ଆଜି ଆମେ ଗର୍ବିତ ଯେ ଆମେ କରୋନା ଭୁତାଣୁର ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛୁ। ଏହି ଆୟୁର୍ବେଦିକ ଔଷଧର…
