ମୁମ୍ବାଇ ପୋଲିସ କମିଶନର ସୁଶାନ୍ତ ସିଂ ମାମଲାରେ କ’ଣ କହିଛନ୍ତି…
ମୁମ୍ବାଇ : ଅଭିଯୋଗ ହେଉଛି ଯେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁନାହିଁ। ମୁମ୍ବାଇରେ ତଦନ୍ତ କରୁଥିବା ପାଟନା ପୋଲିସ ଦଳର ନେତୃତ୍ୱ ନେଉଥିବା ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ ସେଠାରେ କ୍ୱାରାଣ୍ଟାଇନରେ ରଖା ଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏହା ଠିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ବିହାର ଏବଂ ମହାରାଷ୍ଟ୍ର ସରକାର…
